ସାମ୍ବାଦିକ ଧିରେନ୍ଦ୍ର ଜାନୀ ଙ୍କୁ ଵିଡିଓ ଙ୍କ ଆକ୍ରମଣ ଓ ଗିରଫ୍ ଦାର ର ପ୍ରତିଵାଦ ।

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକ, ଆଜି ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ଆକ୍ରମଣର ଶିକାର ହେବାର ପରିଲକ୍ଷିତ ‌ହେଉଛି । କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଙ୍କ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲୋକଲୋଚନକୁ ଆସିବା ଜଣାପଡୁ…

ମା ଦକ୍ଷିଣେଶ୍ୱରୀ ମହାକାଳୀଙ୍କ ପୂଜନୋତ୍ସବ ଅନୁଷ୍ଠିତ ।

ପଦ୍ମପୁର :- ସ୍ଥାନୀୟ ନେହେରୁଗଳି ଛକ ସ୍ଥିତ ମା ଦକ୍ଷିଣେଶ୍ୱରୀ ମହାକାଳୀଙ୍କ ପୀଠରେ ମହସମାରୋହ ରେ ମା କାଳୀଙ୍କର ପୂଜା ଅନୁଷ୍ଠିତ ହେଉଛି। ଅକ୍ଟୋବର ୩୧ ରୁ କଳଶ ଯାତ୍ରା ସହ ମଧ୍ୟ ରାତ୍ର ଠାରୁ ମାଆଙ୍କର ଯଥା ରୀତି ପୂଜନୋତ୍ସବ ଆରମ୍ଭ ହୋଇଯାଇଛି। ଗତ କାଲି ସନ୍ଧ୍ୟାରେ ଏକ ଭବ୍ୟ…

ନିଆରା ଢଙ୍ଗର ଦୀପାବଳି: ଦିଆଲ ପରବ

ରାୟଗଡା ଜିଲ୍ଲା ସାରା  ଆଲୋକର ପର୍ବ ଦୀପାବଳି ପାଳୁଥିବା ବେଳେ ରାୟଗଡା ଜିଲ୍ଲା କାଶୀପୁର ରେ ଡ଼ମ୍ବ ସମ୍ପ୍ରଦାୟର ଅଧିବାସୀ ଏକ ନିଆରା ଢଙ୍ଗରେ ଦୀପାବଳି ପର୍ବକୁ ଦିଆଲ ପରବ ନାମରେ ପାଳନ କରନ୍ତି |ଭାଇଚାରାର ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ | ରାୟଗଡା ରୁ ବୈକୁଣ୍ଠ ଦୁରିଆ - ସାରା…

ଅଞ୍ଚଳ ମହାବିଦ୍ୟାଳୟ ରେ ସତର୍କତା ସଚେତନତା ସପ୍ତାହ ପାଳିତ

ପଦ୍ମପୁର:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ବିରଞ୍ଚି ସାହୁଙ୍କ ସଭାପତିତ୍ବରେ ସତର୍କତା ସଚେତନତା ସପ୍ତାହ ପାଳିତ ହୋଇଅଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡଃ ସରୋଜ ନାୟକ ସମସ୍ତଙ୍କୁ ମଞ୍ଚ ଉପରକୁ ଡାକି କାର୍ଯକ୍ରମର ଉଦ୍ଦେଶ୍ୟ ଜ୍ଞାପନ…

ଦଧିବାମନ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଯାପନୀ ଉତ୍ସବ ପାଳିତ

ଭଟଲି :- ସ୍ଥାନୀୟ ଦଧିବାମନ ମହାବିଦ୍ୟାଳୟରେ ଆଜି "ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ର" ଉଦଯାପନୀ ଦିବସ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସାଂସ୍କୃତିକ ବିଭାଗର ଅଧିକାରୀ ତଥା ଇତିହାସ ଅଧ୍ୟାପିକା ନମିତା ଭୋଇ ପରିଚାଳନା…

ଜିଲ୍ଲା ସ୍ତରୀୟ ୧୭ ବର୍ଷ ରୁ କମ କ୍ରିକେଟ ଚାମ୍ପିୟନସିପ ଉଦଘାଟିତ।

ପଦ୍ମପୁର :- ବରଗଡ ଜିଲ୍ଲା ସ୍ତରୀୟ ୧୭ ବର୍ଷ ରୁ କମ ବିଦ୍ୟାଳୟ କ୍ରିକେଟ ଚାମ୍ପିୟନସିପ ଛିନ୍ଦେଇକେଲା ସ୍ଥିତ ଚନ୍ଦ୍ରଶେଖର ପଡିଆ ରେ ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଙ୍କ ଅଧ୍ୟକ୍ଷତା ରେ ଉଦଘାଟିତ ହୋଇଯାଇଛି l ବରଗଡ ଜିଲ୍ଲା କ୍ରୀଡା ସଂଘ ଉଦଘାଟନୀ ମହୋତ୍ସବ ରେ ମୁଖ୍ୟ…

ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଜଣେ ବୃଦ୍ଧା  ଜ୍ୱର ହୋଇ ଗୁରୁତର ହୋଇ ଯାଇଥିବା ବେଳେ ଗାଁ କୁ ରାସ୍ତାନଥିବାରୁ ଗାଁକୁ କୌଣସି ଅଟୋ ରିକ୍ସା କିମ୍ବା ଆମ୍ବୁଲନ୍ସ ଯାଇ ନପାରିବାରୁ ଖଟିଆରେ ୫କିମି ବୁହାହେଲେ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ…

ନବରଂଗପୁରଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳିତ

ନବରଂଗପୁର ତା ୨.୧୧.୨୦୨୪ :ଅଶୋକ ସାହୁ, ଶାସକ ପ୍ରଶାସକ : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ପାଳିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ…

କନ୍ଧମାଳ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା: ଡାକ୍ତର ଦଳ ରିପୋର୍ଟ ଅନୁଯାୟୀ ଫୁଡ ପଏଜନିଙ୍ଗ ଯୋଗୁଁ ମୃତ୍ୟୁ ଘଟିଛି

ସମସ୍ତ ଆକ୍ରାନ୍ତ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଅନ୍ତର୍ଭୁକ୍ତ,ନିୟମିତ ଭାବେ ଚାଉଳ ପାଉଛନ୍ତି FILE PHOTO ଭୁବନେଶ୍ୱର, ୦୨/୧୧/୨0୨୪: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଦୁଇ ଜଣ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟଣା ପରେ…

ପ୍ୟାକ୍‌ସ ଓ ଲ୍ୟାମ୍ପସ୍‌ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ଅର୍ଥ ମଞ୍ଜୁର

 ୮୮୫ଟି ପ୍ୟାକ୍‌ସ / ଲ୍ୟାମ୍ପସ୍ ପାଇଁ ୧୦୨, ୩୯, ୩୩, ୪୦୦/- ଟଙ୍କା ମଞ୍ଜୁର  ନିର୍ମାଣ ହେବ ୫୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଗୋଦାମଗୃହ ଓ ନିଜସ୍ୱ କାର୍ଯ୍ୟାଳୟ  ନୂତନ ପ୍ୟାକ୍‌ସ / ଲ୍ୟାମ୍ପସ୍ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ପାଇଁ ଦେଇପାରିବେ ପ୍ରସ୍ତାବ…