୮ରୁ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ “ଉତ୍ତାଲଗଡ଼ ଉଚ୍ଛବ”
ବିଜେପୁର /ସୁଶାନ୍ତ ସାହୁ ସମ୍ବଲପୁରୀ କୋଶଲି ଭାଷାର ରାଜ୍ୟସ୍ତରୀୟ ନାଟକ ସଂସ୍କୃତି ହୋତ୍ସବ ଉତ୍ତାଲଗଡ଼ ଉଚ୍ଛବ ଆସନ୍ତା ଫେବ୍ରୁଆରି ୮ତାରିଖରୁ ଆରମ୍ଭ ହେବା ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବିଜେପୁର ବ୍ଲକ ତାଳପଦର ସ୍ଥିତ ଉତ୍ତାଲଗଡ଼ ନାଟ୍ୟ ସଂସଦ ପକ୍ଷରୁ ଖଗେଶ୍ଵର ମଣ୍ଡପଠାରେ ଆୟୋଜିତ…