ଲଉଡ଼ିଦର୍ହା ଧାନ ମଣ୍ଡି ଉଦଘାଟିତ l

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଉଡ଼ିଦର୍ହl ପ୍ରାଥମିକ କୃଷି ସମବାୟ ସମିତି ଅଧୀନ ରେ ଥିବା ଧାନ ମଣ୍ଡି କୁମୀର, ଜଗଦଳପୁର ଠାରେ ଉଦଘାଟିତ ହୋଇଯାଇଛି l ଲଉଡ଼ିଦର୍ହl ଧାନ ମଣ୍ଡି ଠାରେ ନିର୍ଦେଶକ ଶ୍ରୀ ଚକ୍ରଧର ଜଗତ ନଡ଼ିଆ ବାଡେଇ ଉଦଘାଟନ କରିଥିଲେ l ସୂଚନା ଯୋଗ୍ୟ…

ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ

ଭୁବନେଶ୍ୱର : ମାଲକାନଗିରି (ଛତିଶଗଡ଼ ସୀମାନ୍ତ ଅଞ୍ଚଳ)ରେ ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଯବାନଙ୍କ ଗୁଳିରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ଘଟଣାସ୍ଥଳରେ ଅପରେସନ ଜାରି ରହିଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହେବ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ…

ଭୁବନେଶ୍ୱର (୨୦/୧୧): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ସହଯୋଗରେ ଆସନ୍ତା ନଭେମ୍ବର ୨୧ ତାରିଖ ଠାରୁ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ପାଳନ କରାଯିବ।…

ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଡ଼.ଗୁଣନିଧି…

ବିଜେପୁର ବ୍ଲକ ବଲଣ୍ଡା ଗ୍ରାମ ରେ ଭିଜିଲାନ୍ସ ଚଢ଼ାଉ ।

ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବଲଣ୍ଡା ଠାରେ ସୁବର୍ଣ୍ଣପୁର ସି ଏସ ଓ ସୁରେଶ କୁମାର ପାଣିଗ୍ରାହି ଙ୍କ ସମ୍ପର୍କୀୟ ଙ୍କ ବାସ ଭବନ ଠାରେ ବୁଧବାର ସକାଳ ୮ଟା ଯାଏଁ ଭିଜିଲାନ୍ସ ଚଢ଼ାଉ ହୋଇଥିବା ଜଣାପଡ଼ିଛି । ଏକକାଳୀନ ୧୧ଟି ସ୍ଥାନରେ ଭିଜିଲାନ୍ସ ଚଢାଉ…

ବିଜେପୁର ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ଖରିଫ ଧାନ ସଂଗ୍ରହ ପାଇଁ ଖୋଲିଲା ମଣ୍ଡି

 ବିଜେପୁର/ସୁଶାନ୍ତ ସାହୁ ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକରେ ଆଜି ଖରିଫ ଋତୁର ଧାନ ସଂଗ୍ରହ ପାଇଁ ମଣ୍ଡିମାନ ଖୋଲାଯାଇଛି l କେଉଁଟିପାଲି ମଣ୍ଡିକୁ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଉଦଘାଟନ କରିଥିବା ବେଳେ ତାଳପଦର ମଣ୍ଡିକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କାମିନୀ ପଧାନ, ନିର୍ମଳ ଜେନା,…

ବରଗଡ଼ ରେ ଆଇନ ଶୃଙ୍ଖଳା ସୁଧାରିବାକୁ ଚେତାବନୀ ଦେଲା ବିଜେଡି।

ଅପରାଧିକ କାର୍ଯ୍ୟ ନିୟନ୍ତ୍ରଣ ନ ହେଲେ ଆଗାମୀ ଦିନ ରେ ବିଜେଡି କରିବ ଆନ୍ଦୋଳନ। ବରଗଡ଼ :- ଜିଲ୍ଲା ରେ ଦିନ କୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ରେ ଲାଗିଥିବା ବେଳେ ନିରୀହ ଜନ ସାଧାରଣ ଙ୍କ ପାଇଁ ଚିନ୍ତା ର ବିଷୟ ପାଲଟିଥିବା…

ଲାଉମୁଣ୍ଡା ଅଞ୍ଚଳରେ ମିଳିତ କାର୍ଯ୍ୟକାରୀ ସ୍କ୍ବାର୍ଡର ଚଢାଉ ଜୋରିମାନା ଆଦାୟ ସହ ଲୋକଙ୍କୁ ସଚେତନ କଲେ

ବିଜେପୁର :-ସୁଶାନ୍ତ ସାହୁ ବିଜେପୁର ବ୍ଲକର ଲାଉମୁଣ୍ଡା ଅଞ୍ଚଳରେ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ ହୋଇ COTPA ନିୟମ ଭଙ୍ଗକରି ସର୍ବସାଧାରଣ ସ୍ଥାନମାନଙ୍କରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ୮ ଜଣ…

୩୭ତମ ବିସିଆଇ ନ୍ୟାସ୍‍ନାଲ୍‍ ମୁଟ୍‍ କୋର୍ଟ ପ୍ରତିଯୋଗିତା: ଇତିହାସ ସୃଷ୍ଟି କଲା କିଟ୍‍ ଲ’ ସ୍କୁଲ୍‍

ଭୁବନେଶ୍ୱର, ୨୦ ।୧୧ : କିଟ୍‍ ଲ’ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ସମ୍ମାନଜନକ ୩୭ତମ ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (ବିସିଆଇ) ରାଷ୍ଟ୍ରୀୟ ସର୍ବଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ମୁଟ୍‍ କୋର୍ଟ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି । ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର…

ଆନ୍ତଃ କ୍ଲବ କ୍ରିକେଟ ମ୍ୟାଚ ଆରମ୍ଭ

ନବରଙ୍ଗପୁର: 20.11.2024.ଅଶୋକ ସାହୁ, ଶାସକ ପ୍ରଶାସକ,: ରାଜ୍ୟ ସ୍ତରୀୟ କଳାହାଣ୍ଡି କପ୍ କ୍ରିକେଟ ୨୦୨୫-୨୬ ନିମନ୍ତେ ଖେଳାଳୀ ଚୟନ ପାଇଁ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ନବରଙ୍ଗପୁର ଷ୍ଟାଡିଅମ ଠାରେ ଖେଳାଳୀ ଚୟନ ନିମନ୍ତେ ଆନ୍ତଃ କ୍ଲବ କ୍ରିକେଟ ମ୍ୟାଚ ଆରମ୍ଭ ହୋଇଯାଇଛି…