ଜାତୀୟ ଆଡଭାନ୍ଚର – ୨଼୦୨୫ ଫେସ୍ଟିଭାଲରେ ଶିବାଦତ୍ତ ବକ୍ସି ସମ୍ମାନିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଣ୍ଡିଗଡ ଠାରେ ଅନୁଷ୍ଠିତ ୩୧ ତମ ଜାତୀୟ ଆଡଭାନ୍ଚର -୨୦୨୫ ଫେସ୍ଟିଭାଲରେ ଗଜପତି ଜିଲ୍ଲାର ଶିବାଦତ୍ତ ବକ୍ସି ସମ୍ମାନିତ ହୋଇଛନ୍ତି। ଆସେସିଏସନ୍ ଅଫ୍ ଆଡଭାନ୍ଚର ଏନ୍ଡ ସୋସିଆଲ ଆକ୍ଟିଭିଟିସ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…