ଘୋଡା ଖୁଣ୍ଟା ରେ କିଶୋରି ମେଳା
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ଅଙ୍ଗନୱାଡି କେନ୍ଦ୍ର (୧) ରେ କିଶୋରୀମେଳା ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ମିନତି ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଡାଖୁଣ୍ଟା ସରପଞ୍ଚ ଲିଳାଦେଇ ମାଝୀ…