ଜରାଜୀର୍ଣ ସରକାରି କୋଠା କୁ ଜବର ଦଖଲ ଉଦ୍ୟମ
ଫାଶୀମାଲ ରେ ଅଧିକାଂଶ ସରକାରୀ ଗୃହ କାମରେ ଆସୁନି
ଜମନକିରା (ଲିପନ ନାଏକ ) : ଜମନକିରା ବ୍ଲକ ଫାଶୀମାଲ ପଞ୍ଚାୟତ ଅଧିନସ୍ଥ ଫାଶୀମାଲ ହାଇସ୍କୁଲ ସମ୍ମୁଖରେ ଥିବା ଡେମେଜ ସରକାରି କୋଠା କୁ କିଛି ବ୍ୟକ୍ତି ନିଜ ଅକ୍ତିଆର ରେ ନେଇ ଥିବା ଦେଖିବାକୁ ମିଳିଛି। ଏପରିକି ଏହି ଡେମେଜ କୋଠା ପଛରେ ଥିବା…