ବେଦାନ୍ତ ଲାଞ୍ଜିଗଡ଼ର ଦକ୍ଷତା ବିକାଶ କାର୍ଯ୍ୟକ୍ର୍ରମ
କଳାହାଣ୍ଡିର ଗ୍ରାମାଞ୍ଚଳ ଯୁବକମାନଙ୍କୁ କୁଶଳୀ ବନାଇବା ସହିତ ରୋଜଗାର ଯୋଗାଉଛି
ଲାଞ୍ଜିଗଡ, ୨୮/୦୨/୨୦୨୫ : ବ୍ୟାପକ ତାଲିମ ଏବଂ ବର୍ଦ୍ଧିତ ନିଯୁକ୍ତି ସୁଯୋଗ ସହିତ ନିଯୁକ୍ତି ସାମର୍ଥ୍ୟ ବୃଦ୍ଧି କରି ବେଦାନ୍ତ ଲାଞ୍ଜିଗଡ଼ (ଭାରତର ଅଗ୍ରଣୀ ସ୍ମେଲଟର-ଗ୍ରେଡ୍ ଆଲୁମିନା ଉତ୍ପାଦନକାରୀ ଏବଂ…