ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସମ୍ମିଳନୀ ଅନୁଷ୍ଠିତ।
ବାସୁଦେବପୁର - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାସୁଦେବପୁର ଶାଖା ପକ୍ଷ ରୁ ନଗର ସମ୍ମିଳନୀ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଅନୁଷ୍ଟିତ ହୋଇ ଯାଇଛି। ଜିଲ୍ଲା ସଂଯୋଜକ ସ୍ଵାଧୀନ ଦାସ ନିର୍ବାଚନ ଅଧିକାରୀ ଭାବ ରେ ପୁରାତନ ଟିମ୍ କୁ ଭାଙ୍ଗି ନୂଆ ଟିମ ଘୋଷଣା କରିଥିଲେ।…