ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ସରକାରଙ୍କ ଉପ-ସଚିବ

ନବରଙ୍ଗପୁର ତା ୨୯.୭.୨୦୨୬:ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଉପ-ସଚିବ ଜିତେନ୍ଦ୍ର କୁମାର ପାତ୍ର ଆଜି ନବରଙ୍ଗପୁର…

ଲକ୍ଷ୍ମୀ ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ

https://youtu.be/cXdMdfCOFWM ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଷାଢ ପୂର୍ଣ୍ଣିମା ରେ ପ୍ରଭୁ ଜଗନ୍ନାଥଙ୍କର ଲକ୍ଷ୍ମୀ ନାରାୟଣ ବେଶ ଓ ସନ୍ଧ୍ୟା ଆଳତି ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାଗମ।ମହିଳା…

ତିର୍ତ୍ତୋଲ ରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ

ଜଗତସିଂହପୁର, ତା ୨୯/୦୭/୨୬: ଲଘୁଚାପଜନିତ ବର୍ଷା ରେ ସମଗ୍ର ଓଡ଼ିଶା ପ୍ରଭାବିତ ହୋଇଛି। ଗତ ୨୬ ତାରିଖ ରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି।ଏପରି ସ୍ଥିତି ରେ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ…

ବ୍ରାହ୍ମଣ୍ଡି ଗ୍ରାମରୁ ୧ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ। ଯୁବକ ଗିରଫ।।

ବାଲିକୁଦା : ବାଲିକୁଦା ଥାନା ଅନ୍ତର୍ଗତ ବ୍ରାହ୍ମଣ୍ଡି ଗ୍ରାମରେ ଚଢଉ କରି ୧ କେଜି ୦୪୫ ଗ୍ରାମ ଗଞ୍ଜେଇ ଜବତ କରିଛି ବାଲିକୁଦା ଅବକାରୀ ଥାନା ଯାହାର ଆନୁମାନିକ ମୂଲ୍ଯ ୧୦୪୫୦/- ଟଙ୍କା ହେବ। ଏକ ଗୁଇନ୍ଦା ଖବରକୁ ଭିତ୍ତି କରି ବାଲିକୁଦା ଅବକାରୀ ଥାନାର ସବ୍ଇନ୍ସପେକ୍ଟର ନରେଶ କୁମାର…

ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ଅନୁ-ସଚିବ ଶ୍ରୀ ନିରଞ୍ଜନ ପାଢ଼ୀଙ୍କ କେନ୍ଦ୍ରାପଡ଼ା ଗସ୍ତ

ଏସ୍‌ଆଇଆର୍‌ର ଡ୍ରାଫ୍ଟ ପ୍ରକାଶ ପରବର୍ତ୍ତୀ କାର୍ଯ୍ୟକ୍ରମର ସମୀକ୍ଷା । କେନ୍ଦ୍ରାପଡ଼ା:୨୯.୦୭ )ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟର ଅନୁ -ସଚିବ ଶ୍ରୀ ନିରଞ୍ଜନ ପାଢ଼ୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ (Special…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରମ ପୂଜନୀୟ ଗୈରିକ ଧ୍ୱଜ ନିକଟରେ ପୁଷ୍ପ ଅର୍ପଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ…

ପାର୍ଶ୍ୱବର୍ତ୍ତୀ ଗ୍ରାମର ନିଯୁକ୍ତିପ୍ରାପ୍ତ ଯୁବକଙ୍କୁ ୟୁଏଆଇଏଲ୍‌ର ସମ୍ବର୍ଦ୍ଧନା

ରାୟଗଡ଼ା, ୨୯/୭: ଉତ୍କଳ ଆଲୁମିନା, (ୟୁଏଆଇଏଲ୍‌) ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ପାରିପାର୍ଶ୍ୱିକ ଗ୍ରାମର ନଅଜଣ ଯୁବକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ବେଙ୍ଗାଲୁରୁ ସ୍ଥିତ ଅଗ୍ରଣୀ ଗୃହ ଉପକରଣ ଓ ପ୍ରିସିଜନ୍‌ ଇଞ୍ଜିନିୟରିଂ…

ବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ ରାୟଗଡ଼ ଜିଲ୍ଲାକୁ ଦୁଇଟି ରାଜ୍ୟସ୍ତରୀୟ ପୁରସ୍କାର

ରାୟଗଡ଼, ତା. ୨୯.୦୭.୨୦୨୬: ବିଶ୍ୱ ହେପାଟାଇଟିସ୍ ଦିବସ–୨୦୨୬ ଅବସରରେ ଜାତୀୟ ଭୂତାଣୁଜନିତ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NVHCP) ୨୦୨୫–୨୬ ଅନ୍ତର୍ଗତ ରାୟଗଡ଼ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରାୟଗଡ଼ ଜିଲ୍ଲାକୁ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ରମ୍ଭା ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ

ରମ୍ଭା-: ୨୯.୭.୨୦୨୬-(ଶିବରାମ ଚୌଧୁରୀ ) ବୁଧବାର ଦିନ ଆମ୍ଭ ଅନୁଷ୍ଠାନ ରେ ଆଷାଢ଼ ପୂର୍ଣ୍ଣମା ତିଥି ଅବସରରେ ମହର୍ଷି ବ୍ୟାସଦେବଙ୍କ ଜୟନ୍ତି ଉତ୍ସବ ପାଳନ ହୋଇଅଛି । ପରିଚାଳନା ସମିତିର ସଭାପତି ଶ୍ରୀ ନରସିଂହ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।…

ବିପୁଳ ପରିମାଣର ଦେଶୀ ମଦ ସହିତ ବାଇକ ଜବତ, ୦୨ ଗିରଫ ।

ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ବର୍ତ୍ତନା ବଜାର ଓ ରାମପୁର କେନାଲ ଛକ ନିକଟରେ ଚଢ଼ାଉ କରାଯାଇ…