‘ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା-ସଂଚୟନ’ ପୁସ୍ତକ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କ ମହାନ ବ୍ୟକ୍ତିତ୍ୱ ଓ ଚିନ୍ତାଧାରାକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବ – ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୧୦ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ମଙ୍ଗଳବାର ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ…

ଭାରତର ଶିକ୍ଷା ବ୍ୟବସ୍ଥାକୁ କଂଗ୍ରେସ ଧ୍ୱଂସ ଭିତରକୁ ଠେଲି ଦେଇଥିଲା, ମୋଦୀ ଏହାର ପୁନରୁଦ୍ଧାର କରିଛନ୍ତି –…

• ମୋଦୀ ସରକାରରେ ଭାରତର ଗ୍ରାମୀଣ ସାକ୍ଷରତା ହାର ୭୭.୫ %କୁ ବୃଦ୍ଧି ପାଇଛି • ମହିଳା ସାକ୍ଷରତା ୫୭.୯୩% ରୁ ୭୪.୬%କୁ ବୃଦ୍ଧି ପାଇଛି • ପ୍ରଧାନମନ୍ତ୍ରୀ ପ୍ରୟାସ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିଛି• ୭୦ ବର୍ଷ ମଧ୍ୟରେ କଂଗ୍ରେସ ଦ୍ୱାରା କେବଳ ୭ଟି ଏମ୍ସ ପ୍ରତିଷ୍ଠା ହୋଇଥିଲା, •…

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର…

ଓଡ଼ିଶାରେ ନଦୀ ଜଳମାର୍ଗର ବିକାଶ ପାଇଁ ହୋଇଛି ଦୀର୍ଘମିଆଦୀ ଯୋଜନା - ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ପାରାଦୀପ ବନ୍ଦରର ହେବ ସାମଗ୍ରିକ ବିକାଶ - ସର୍ବାନନ୍ଦ ସୋନଓ୍ୱାଲ ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୧୦ – ଓଡ଼ିଶାରେ ରାଜ୍ୟ ସରକାର ଓ କେନ୍ଦ୍ର…

ବିଜେଡି ଛାଡି ବିଜେପିରେ ମିଶିଲେ ବେଲଗୁଣ୍ଠl ପଞ୍ଚାୟତ ସମିତି ଅଧ୍ୟକ୍ଷା

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା ପ୍ରଧାନ ଓ ତାଙ୍କ ସ୍ୱାମୀ ତଥା ଆମ୍ବପୁଆ ପଞ୍ଚାୟତର ପୁର୍ବତନ ସରପଞ୍ଚ ପ୍ରମୋଦ ପ୍ରଧାନ,ବିଜେଡି ତ୍ୟାଗ କରି ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ…

ନେଫ୍ରୋପ୍ଲସ୍ ଭୁବନେଶ୍ୱରରେ ପ୍ରଚଳନ କଲା ‘ଡାଏଲିସିସ୍ ଅନ କଲ୍’: ଘରେ ସୁଲଭ, ଉଚ୍ଚ ଗୁଣମାନର ଡାଏଲିସିସ୍ ଯୋଗାଇ ଦେଉଛି

ଭୁବନେଶ୍ୱର : ଏସିଆର ସର୍ବବୃହତ ଡାଏଲିସିସ୍ ନେଟୱର୍କ ନେଫ୍ରୋପ୍ଲସ୍ ଏହାର ‘ଡାଏଲିସିସ୍ ଅନ କଲ୍’ ସେବା ଭୁନନେଶ୍ୱରରେ ଶୁଭାରମ୍ଭ କରିଛି, ଯାହା ଉଚ୍ଚ ଗୁଣମାନର ଡାଏଲିସିସ୍କୁ ଅଧିକ ସୁଲଭ ଓ ସହଜରେ ଉପଲବ୍ଧ କରାଇବାକୁ ରଖିଥିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି । ଏହି…

ଡାବୁଗାଁ ରେ ଧାନ ମଣ୍ଡି ଉଦଘାଟିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୦/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ହାଟପଦା ସ୍ଥିତ ଆର ଏମ ସି ଗୋଦାମ ଗୃହ ସମ୍ମୁଖ ରେ ଚଳିତ ଖରିଫ ଋତୁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବିକ ଅଧିକାର ଦିବସ କୁ ନେଇ ସଚେତନତା ଶିବିର

ନବରଙ୍ଗପୁର, ୧୦/୧୨/୨୦୨୪, ଅଶୋକ ସାହୁ, ଶାସକ ପ୍ରଶାସକ,ଚଳିତ ବର୍ଷ ମାନବିକ ଅଧିକାର ଦିବସ ଅବସରରେ ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ କୋର୍ଟ କର୍ମଚାରୀ ଓ ଆଇନଜୀବି ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି…

ଧାନ ଉଠା ପାଲଟିଛି ପ୍ରହସନ : ଭୋଜପୁର ମଣ୍ଡିରୁ ଉଠିପାରୁନି ଧାନ

 କ୍ଵଇଣ୍ଟାଲ ପିଛା ୩୧୦୦ ମିଳବା ନେଇ ପ୍ରଶ୍ନବାଚୀ ଖୋଲା ଆକାଶ ତଳେ ପଡ଼ିରହିଛି ୧୯, ୫୮୦ ବସ୍ତା ଧାନ କୁଚିଣ୍ଡା (ଲିପନ ନାଏକ ): ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଧାନ ମଣ୍ଡିରେ ପ୍ରାୟ ୧୯, ୫୮୦ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ସରକାର ଏଫ.ଏ.କୟୁ ମାନର ଧାନକୁ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ,…

ଡିଜିଟାଲ ଠକେଇ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଝାମୀ ପଞ୍ଚାୟତ ଝାମି ଗ୍ରାମ ଠାରେ ବ୍ୟାଙ୍କ୍ ଅଫ ବରୋଦା ପାରଳାଖେମୁଣ୍ଡି ଶାଖା ପକ୍ଷରୁ ସେଣ୍ଟ୍ରାଲ ବ୍ୟାଙ୍କ୍ ଡିଜିଟାଲ ମୁଦ୍ରା (ସିବିଡିସି) ୟୁନିଫାଏଡ୍ ପେମେଣ୍ଟ ଇଣ୍ଟର୍ ର୍ଫେସ୍ (ୟୂପିଆଇ) କୁ…