କାଳ ବୈଶାଖୀ ର କରାଳ ରୂପ
ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ,ରାଇରଙ୍ଗପୁର,ବିଶୋଇ ,ବଂଙ୍ଗିରିପୋଷି, ସାରସକଣା, କୁଳିଅଣା,ବାରିପଦା ବ୍ଲକ୍ ରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ ହୋଇଛି । ଉପୁଡ଼ି ଯାଇଛି ଗଛ, ଉଡିଗଲା ଘରର ଛାତ । ବ୍ୟାପକ କ୍ଷୟକ୍ଷତି ସହିତ କିଛି ଲୋକ ଆହତ…