ବ୍ଳକ ଘୋଷଣା ପାଇଁ କୁରାଳ ବିକାଶ ମଞ୍ଚର ଦାବୀ
ଓଡ଼ଗାଁ,୨୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ୮ ପଞ୍ଚାୟତକୁ ନେଇ କୁରାଳ ବ୍ଳକ ଗଠନ ପାଇଁ କୁରାଳ ବିକାଶ ମଞ୍ଚ ଦାବୀ ଜଣାଇଛି । କୁରାଳର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ତଥା ବରିଷ୍ଠ ନାଗରିକ ରାମେଶ୍ବର ପଣ୍ଡା, ସୁକାନ୍ତ ଚୌଧୁରୀ, ଗଣେଶ୍ୱର ସାହୁ ଏବଂ ଦିଲ୍ଲୀପ…