ଝରିଗାଁ ଠାରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।

 ନବରଙ୍ଗପୁର /ଅଶୋକ ସାହୁ, ଶାସକ ପ୍ରଶାସକ: ଆଜି ଝରିଗାଁ ବ୍ଲକ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପଜିଲ୍ଲାପାଳ,ନବରଙ୍ଗପୁର…

ଡୁଙ୍ଗୁରିପାଲି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର,୩୦/୧୨/୨୪: ଶାସକ ପ୍ରଶାସକ (ପ୍ରକାଶ ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଅନ୍ୟା ଦାସ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର କୁମାର ନାୟକ…

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଆନ୍ତର୍ଜାତୀୟ ସମ୍ମିଳନୀ

ସ୍ଥାୟୀ ପରିବେଶରେ ପରିଚାଳନା ,ବାଣିଜ୍ୟ ଓ ପ୍ରଯୁକ୍ତି ସୂଚନା ଧାରାର ଭୂମିକା - ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ମ୍ୟାନେଜମେଣ୍ଟ ଷ୍ଟଡିସ ଏବଂ ମେକ୍ସିକୋ ସ୍ଥିତ ଅଜଟିକା ବିଶ୍ୱବିଦ୍ୟାଳୟ ର ଇଣ୍ଟରନେସନଲ ସ୍କୁଲ ଅଫ…

ଶତାୟୁ ଉଚ୍ଚ ବିଦ୍ୟାଳୟ ଗୁଣପୁରର 1991 ମାଟ୍ରିକ ବ୍ୟାଚ୍ ର ବନ୍ଧୁମିଳନ କାର୍ଯ୍ୟକ୍ରମ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଶତାୟୁ ଉଚ୍ଚ ବିଦ୍ୟାଳୟ ଗୁଣପୁରର 1991 ମାଟ୍ରିକ ବ୍ୟାଚ୍ ର ବନ୍ଧୁମିଳନ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ସ୍ଥାନୀୟ ନିମନ୍ତ୍ରଣ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସହର ବାହାରେ ରହୁଥିବା ହାଇଦ୍ରାବାଦ,ଚେନ୍ନାଇ ,ବିଶାଖାପାଟଣା,…

ଜ୍ଞାନ ପ୍ରକାଶ ପରିବାରର ଜିଲ୍ଲା ମୁଖ୍ୟ ସମ୍ମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜ୍ଞାନ ପ୍ରକାଶ ପରିବାର ପକ୍ଷରୁ ଜିଲ୍ଲା ମୁଖ୍ୟମାନଙ୍କ ସମ୍ମିଳନୀ ପୁରୀର ଅତିବଡ଼ି ଜଗନ୍ନାଥ ଦାସ ଏକାଡେମୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜ୍ଞାନ ପ୍ରକାଶ ପରିବାରର ମୁଖ୍ୟ ଡ: ଜ୍ଞାନଚାନ୍ଦ ଶତପଥୀ , ବିଶିଷ୍ଟ ଲେଖିକା ତଥା…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରମ୍ପା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ…

ନିଖିଳ ଓଡିଶା ଆଇନଜୀବୀ ସଂଘର ନିର୍ବାଚନ, ବିଭୁପ୍ରସାଦ ତ୍ରିପାଠୀ ସଭାପତି ନିର୍ବାଚିତ

ଭୁବନେଶ୍ୱର: ଓଡିଶାର ଆଇନଜୀବୀ ମାନଙ୍କ ସର୍ବବୃହତ ଓ ସର୍ବପୁରାତନ ସଙ୍ଗଠନ ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ଭାବେ ଓଡିଶା ହାଇକୋର୍ଟର ବରିଷ୍ଠ ତଥା ଲବ୍ଧ ପ୍ରତିଷ୍ଠିତ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ନିର୍ବାଚିତ ହୋଇଛନ୍ତି । ଓଡ଼ିଶା…

ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ୧୯୮୯ ମେଟ୍ରିକ ବେଚ ର ବନ୍ଧୁମିଳନ

ପଦ୍ମପୁର :- ଆର୍.ବି ହାଇସ୍କୁଲ ୧୯୮୯ ମେଟ୍ରିକ ବ୍ୟାଚ୍ ର ବନ୍ଧୁମିଳନ କାର୍ଯ୍ଯକ୍ରମ ଦେବଦର୍ହା ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୧୯୮୯ ଗ୍ରୁପ ର ତୋଷବନ୍ତ ବାରିକ ଙ୍କ ଜନ୍ମ ଦିନ ହର୍ଷୋଲ୍ଲାସ ସହିତ ପାଳନ ହୋଇଥିଲା। ପରେ ପରେ ଇହ ଜଗତ ରେ ନ ଥିବା ବନ୍ଧୁ ରାଜେଶ ବାରିକ, ନିତ୍ୟାନନ୍ଦ…

ଶୀତକାଳୀନ ଶିବିର ଉଦଯାପିତ।

ପଦ୍ମପୁର :- ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ପଦ୍ମପୁର ଠାରେ ଚାଲିଥିବା ପଞ୍ଚଦିବସୀୟ ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି. ଏହି ଶିବିର ରେ ଲାଲ ବାହାଦୁର ଶାସ୍ତ୍ରୀ ଉ ପ୍ରା ବିଦ୍ୟାଳୟ, ରଜା ପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଯୋଗ ଦେଇ…

ଗୁଡ ବଳଭଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳନ।

ବାସୁଦେବପୁର - ବାଲେଶ୍ଵର ଜିଲ୍ଲା ସୋରୋ ବ୍ଲକ୍ ଅନ୍ତର୍ଗତ ଗୁଡ଼ ଠାରେ ଗୁଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶତ ବାର୍ଷିକୀ ଉତ୍ସବ ତିନି ଦିନ ଧରି ଧୁମ୍ ଧାମରେ ପାଳନ ହୋଇ ଯାଇଛି।୧୯୨୫ ମସିହା ରୁ ସ୍ଥାପିତ ଏହି ବିଦ୍ୟାଳୟ ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଡିସେମ୍ବର ୨୭,/୨୮/୨୯ ତିନି ଦିନ ରେ…