ଚନ୍ଦଳୀ ଉଚ୍ଚ ବିଦ୍ୟାଳୟ ରେ ପରୀକ୍ଷାଫଳ,ପ୍ରାଚୀର ପତ୍ର, କିଶୋରୀ ଶିକ୍ଷା,ଓ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚନ୍ଦଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ସମାପ୍ତିସୂଚକ ମୂଲ୍ୟାୟନ ର ଫଳାଫଳ ପ୍ରକାଶ ପାଇଛି | ଛାତ୍ରଛାତ୍ରୀ, ପିତାମାତା ଓ ଅଭିଭାବକ ମାନେ ପରୀକ୍ଷା ଫଳ ଜାଣି ତାଙ୍କର ମତାମତ ଶିକ୍ଷକ…

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ର ପରୀକ୍ଷାଫଳ ପ୍ରକାଶ ପାଇଛି l ଛାତ୍ରଛାତ୍ରୀ ଉଚ୍ଚ ବିଦ୍ୟାଳୟ କୁ ଯାଇ ନବମ ଶ୍ରେଣୀ ରେ ପଢିବାକୁ ଥିବାରୁ…

ଫାଇଲେରିଆ ମୂଳ ଉତ୍ପାଟନ ପାଇଁ ରାତିରେ ସଂଗ୍ରାମ ଜାରି

 ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଚିକିତ୍ସାଳୟର ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ସୁଶାନ୍ତ ମେହେରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଜେପୁର ବ୍ଲକ ଅନ୍ତର୍ଗତ ଅର୍ଡା ଗ୍ରାମରେ ପ୍ରାକ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ,ରାତ୍ର ସମୟରେ ରକ୍ତ ନମୁନା ସଂଗ୍ରହ କାର୍ଯ୍ୟକ୍ରମ…

ଡୁଙ୍ଗୁରିପାଲି ଆର୍.ଏମ୍.ସି ରେ ଅନ୍ତୋଦୟ ଗୃହ ଯୋଜନା ହିତାଧୁକାରୀଙ୍କୁ କାର୍ଯ୍ୟାଦେଶ ବଂଟନ

ସୁବର୍ଣ୍ଣପୁର , ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ଆଜି ଡିଜିଟାଲ ମଧ୍ୟ୍ୟ ମରେ ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ରିସିଗାଁ ରୁ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଜି…

ମୁଖ୍ୟମନ୍ତ୍ରୀଙ୍କ କରକମଳରେ”ଅନ୍ତ୍ୟୋଦୟ ଗୃହ ଯୋଜନା “ର ଶୁଭାରମ୍ଭ

ନବରଙ୍ଗପୁର ରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ନବରଙ୍ଗପୁର ତା ୩୦.୩.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ, ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ଆୟୋଜିତ"ଅନ୍ତ୍ୟୋଦୟ ଗୃହ ଯୋଜନା" ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର…

ମୁଖ୍ୟମନ୍ତ୍ରୀ ଙ୍କ ଭର୍ଚୁଆଲ ମାଧ୍ୟମରେ ଅନ୍ତୋଦୟ ଗୃହ ଯୋଜନାର ଉଦଘାଟନ।

  ଉତ୍ସବରେ ୫୦ ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହର କାର୍ଯ୍ୟାଦେଶ ବଣ୍ଟନ ପଦ୍ମପୁର :- ବରଗଡ ଜିଲ୍ଲା ପଦ୍ମପୁର ଆର.ଏମ.ସୀ ଠାରେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭର୍ଚୁଆଲ ମାଧ୍ୟମରେ ଅନ୍ତୋଦୟ ଗୃହ ଯୋଜନାର ଉଦଘାଟନ ଉତ୍ସବ ଅବସରରେ ବ୍ଲକର…

ବାସୁଦେବପୁର ବାରଆସୋସିଏସନ ନିର୍ବାଚନରେ ସଭାପତି ହେଲେ ସହଦେବ ଦାସ ଓ ସମ୍ପାଦକ କୃପାସିନ୍ଧୁ ଜେନା

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁରର ବାର ଆସୋସିଏସନ ଓକିଲ ସଂଘର ନିର୍ବାଚନ, ଅନୁଷ୍ଠିତ ହୋଇଛି,ପ୍ରତେକ ବର୍ଷ ପରି ଏହି ନିର୍ବାଚନ ସମୟ କୁ ଅପେକ୍ଷା କରିଥାନ୍ତି ,ଆଉ ଉଚିତ ପାର୍ଥୀ ଚୟନ କରିଥାନ୍ତି ଏହି ସମୟକୁ, ଏଥର ନିର୍ବାଚନ ପାର୍ଥୀ ଚୟନ କରିବାର ମୁଖ୍ୟ ଉଦେଶ୍ୟ ରଖିଛନ୍ତି ଯେ…

ଶହୀଦ ବାଟିକା ବିଦ୍ୟା ମନ୍ଦିରର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ।

ବାସୁଦେବପୁର -ବାସୁଦେବପୁର ବ୍ଳକ ଅନ୍ତର୍ଗତ ସୁଦର୍ଶନ ପୁର ପଞ୍ଚାୟତର ସହିଦ ବାଟିକା ରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଟିତ ହୋଇଯାଇଛି।ବାଇଚଢ଼େଇର ସମ୍ପାଦକ ବିକାଶ କୁମାର ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ…

ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଆରୋଗ୍ୟ ପ୍ରାପ୍ତ କୁଷ୍ଠ ରୋଗୀଙ୍କ ପୁନର୍ବାସ ଯୋଜନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ଗଜପତି ଦ୍ବାରା ଜିଲ୍ଲା ସ୍ତରୀୟ ଆରୋଗ୍ୟ ପ୍ରାପ୍ତ କୁଷ୍ଠରୋଗୀଙ୍କ ପୁନର୍ବାସ ନିମନ୍ତେ ଥିବା ବିଭିନ୍ନ ଯୋଜନା ଗୁଡିକର ର ଏକ ସଚେତନତା କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ…

ରାଷ୍ଟ୍ରୀୟ ନବବର୍ଷ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଗଜପତି ଜିଲ୍ଲା ଶାଖା ମହେନ୍ଦ୍ରତନୟା ସାହିତ୍ୟ ସଂସଦ ଓ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ନବବର୍ଷ , ଚୈତ୍ର ଶୁକ୍ଳ ପ୍ରତିପଦା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଚାର୍ଯ୍ୟା…