କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ
କଳା, ସଂସ୍କୃତି, କ୍ରୀଡ଼ା କୌଶଳରେ ମଜ୍ଜିଲେ ସହରବାସୀ: ଆଜି ଉଦଘାଟନ କାଲି ଉଦଯାପନୀ ଉତ୍ସବ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସହିତ କ୍ରୀଡ଼ା କୌଶଳର ମହା ମିଳନସ୍ଥଳୀ ପାଲଟିଥିଲା ସଡ଼କପଥ। ନାଚଗୀତ, ପ୍ରଥା, ପରମ୍ପରାର…