୨୭ତମ ବୁଢାରଜା କପ ବାଲିପଟା ଉଦଯାପିତ

 ସୋହେଲା :-ସୋହେଲା ବ୍ଲକ ବାଲିପଟା ଠାରେ ପ୍ରତିବର୍ଷ ପରି ନବବର୍ଷ ୨୦୨୫ରେ ଦୀର୍ଘ ପାଞ୍ଚଦିନ ଧରି ୨୭ତମ ବୁଢାରଜା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଏଥିରେ କୁଚିପାଲି ଦଳ ତାଳିଉଡ଼ାର ଦଳ  ଫାଇନାଲ କୁ ଯାଇଥିବା ବେଳେ କୁଚିପାଲି ଦଳ ଚମ୍ପିୟାନ ହୋଇଥିଲେ l ତିନିହଜାର ରୁ ଅଧିକ…

ମହରାପଦର ରେ ପକ୍ଷୀ ଗଣନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ ୧୬/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଉଚ୍ଚ ବିଦ୍ୟାଳୟ ଠାରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପକ୍ଷୀ ଗଣନା ସମ୍ପର୍କିତ ସଚେତନା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନବକିଶୋର ନନ୍ଦ ଙ୍କ ଅଧକ୍ଷାତା ରେ…

ଥଣ୍ଡାରେ ଅସ୍ତବ୍ୟସ୍ତ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି, ବିଭିନ୍ନ ଅଞ୍ଚକରେ ତୁଷାର ପାତ..

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ):ଓଡ଼ିଶାର ଡାର୍ଜିଲିଙ୍ଗ ଘୁ. ଉଦୟଗିରିରେ ପ୍ରଥମ ତୁଷାର ପାତ ହୋଇଛି l ରାଜ୍ଯର ଶୀତଳତମ ସହର ଘୁ.ଉଦୟଗିରି ପ୍ରଥମ ତୁଷାରପାତ ହେବା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ । ଯାହାରି ଫଳରେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି । ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୭.୨…

ମଙ୍ଗଳପୁର ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ବନ ବିହାର କାର୍ଯ୍ୟକ୍ରମ

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଶିଶୁ ଭାଇ ଭଉଣୀ ମାନଙ୍କୁ ନେଇ ନିକଟସ୍ଥ କୁମାରଶୁଣି ପିଠ ଠାରେ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରାୟ 100 ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରଥମେ ମା କୁମାର…

ଘୁମୁସର ବନଖଣ୍ଡରୁ ବାଲୁଖଣ୍ଡ ଅଭୟାରଣ୍ୟକୁ ଗଲେ ଚାରି କୃଷ୍ଣସାର ମୃଗ

  ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, କୃଷ୍ଣସାର ମୃଗ ପାଇଁ ପ୍ରସିଦ୍ଧି ଲାଭ କରିଛି ଗଞ୍ଜାମ ଜିଲ୍ଲାର ଉଭୟ ଦକ୍ଷିଣ ଏବଂ ଉତ୍ତର ଘୁମୁସର ବନଖଣ୍ଡ I ବର୍ତ୍ତମାନ ରାଜ୍ୟରେ ଅନ୍ୟାନ୍ୟ ଅଭୟାରଣ୍ୟରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃ୍ଦ୍ଧି ଉଦ୍ଦେଶ୍ୟରେ ଏହି ବନଖଣ୍ଡ ଗୁଡିକରୁ କୃଷ୍ଣସାର ମୃଗକୁ…

ସାଧାରଣତନ୍ତ୍ର ଦିବସ -୨୦୨୫ ପାଳନ ପରିପ୍ରେକ୍ଷୀରେ ପ୍ରତିଯୋଗିତା ଅନୁଷ୍ଠିତ ।

ପଦ୍ମପୁର(ଶିବାଶିଷ ପଟ୍ଟନାୟକ ) : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍କୁଲ ଓ କଲେଜଗୁଡିକର ଛାତ୍ର,ଛାତ୍ରୀ ମାନଙ୍କୁ ନେଇ କରି ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି । ୪ ଓ ୫ଶ୍ରେଣୀ ରୁ ୬ ଷ୍ଠ ରୁ ୮ମ ଓଡିଆ ବକ୍ତୃତା ଆରମ୍ଭ ଓ ୯ ଓ ୧୦ ଶ୍ରେଣୀ , ଉଚ୍ଚ ମାଧ୍ୟମିକସ୍ତର,+୩(ସ୍ନାତକ)ସ୍ତରରେ ତର୍କ…

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ୧୮୩ତମ ଜୟନ୍ତୀ ପାଳିତ

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଉତ୍ସବ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ପୌରୋହିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାହିତ୍ୟିକ…

୮୦ ବର୍ଷରୁ ଉର୍ଦ୍ଧ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବିତରଣ ।

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ) ରାଜ୍ୟ ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପ୍ରଶାସନ ଦ୍ୱାରା ସ୍ଥାନୀୟ ସମ୍ମିଳନୀ କକ୍ଷ ଠାରେ ୮୦ ବର୍ଷରୁ ଉର୍ଦ୍ଧ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କୁ…

ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ପରାମର୍ଶ ଶିବିର ।

୨୫୪ ଜଣ ଯୁବକ ଯୁବତୀଙ୍କୁ ପରାମର୍ଶ ଦେଲେ ତାଲିମ ପ୍ରଦାନକାରୀ ସଂସ୍ଥା ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ)ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ କାର୍ଯ୍ୟାଳୟ ର ମିଳିତ ଆନୁକୁଲ୍ୟରେ ସୁବର୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ପରିସରରେ ବିଡ଼ିଓ ଡୁଙ୍ଗୁରିପାଲି…

୨୦ ତମ ପାତାଳୀ ମହୋତ୍ସବ ନେଇ ପ୍ରଶାସନିକ ସମନ୍ଵୟ କମିଟି ବୈଠକ

ଜାନୁୟାରୀ ୩୦ ରୁ ଫେବୃୟାରୀ ୦୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପାତାଳି ମହୋତ୍ସବ  ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ)ଜଗତର ନାଥ ଜଗନ୍ନାଥଙ୍କ ଅନନ୍ୟ ଲିଲାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର। ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି…