ଆମେରିକାର ସିନ୍‍ସିନାଟି ବିଶ୍ୱବିଦ୍ୟାଳୟ ସଭାପତିଙ୍କୁ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନ

 ଭୁବନେଶ୍ୱର, ୧୭ ।୧ : ଆମେରିକାର ସିନ୍‍ସିନାଟି ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ନେଭେଲି ଜି ପିଣ୍ଟୋଙ୍କୁ ଆଜି କିସ୍‍ ପକ୍ଷରୁ ସମ୍ମାନଜନକ କିସ୍‍ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ କରାଯାଇଛି । ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ…

ନବୀନଙ୍କ କାମକୁ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି କୁହାଯାଉଛି: ବିଜେଡି

ଡବଲ୍ ଇଞ୍ଜିନ୍ ଓ ଡବଲ ଡେକର ବସ୍ ଫେଲ୍  ସିଙ୍ଗାପୁର ସହ ସହଭାଗିତା ନବୀନଙ୍କ ସମୟରେ ଆରମ୍ଭ ହୋଇଥିଲା ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଭାରତ ବାୟୋଟେକ ଭାକସିନ୍ ନବୀନଙ୍କ ସମୟରେ ହୋଇଥିଲା ଭୁବନେଶ୍ୱର, ୧୭/୦୧/୨୦୨୫: ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ବିଜୁ ଜନତା ଦଳ ସ୍ୱାଗତ…

ସିଙ୍ଗାପୁରର ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ଅନ୍ତର୍ଜାତୀୟ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ଜାନୁଆରୀ ୧୭ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭୁବନେଶ୍ୱରରେ ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରନ୍ତ୍ରମଙ୍କୁ ଭେଟି ଭାରତୀୟ ଶିକ୍ଷା…

ବିକଶିତ ଓଡିଶା ଗଠନ ଲକ୍ଷ୍ୟ ନେଇ ବିଜେପି ସରକାରର ପ୍ରତିବଦ୍ଧତାକୁ, ସଂକୀର୍ଣ୍ଣ ମନୋଭାବ ସଂପନ୍ନ ବିଜେଡି ମୁଖିଆଙ୍କୁ…

 ବିଜେଡିର ନେତାମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅନୁସରଣ କରି ଓଡିଶାର ବିକାଶ ବିରୋଧୀ କାର୍ଯ୍ୟକ୍ରମରୁ ବିରତ ରୁହନ୍ତୁ  ନିଜର ଅପାରଗତା ଓ ଦଳୀୟ କନ୍ଦଳରୁ ମୁକ୍ତି ପାଇବା ପାଇଁ ବିଜେଡି ନେତାମାନେ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ହାତ୍ସ୍ୟାସ୍ପଦ ବୟାନବାଜୀ…

ଡାବୁଗାଁ ରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଓ ଦକ୍ଷତା ବିକାଶ ତାଲିମ ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ଡାବୁଗାଁ ତା ୧୭/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସମ୍ମୁଖରେ ଥିବା ଉଦ୍ୟାନ କୃଷି କାର୍ଯ୍ୟାଳୟ ରେ ଦୁଇ ଦିନିଆ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଓ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସହକାରୀ କୃଷି…

ପାରବା ମଞ୍ଚରେ ଝଲସିଲା ଲୋକ କଳା ଓ ଲୋକ ସଂସ୍କୃତି

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ ହଜାର ହଜାର ଦର୍ଶକ। ଜିଲ୍ଲା ଓ ରାଜ୍ୟ ତଥା ରାଜ୍ୟ ବାହାରର ବହୁ କଳାକାରଙ୍କ କଳା ପ୍ରଦର୍ଶନରେ ଉଲ୍ଲସିତ ହୋଇଉଠିଥିଲେ ପିଲାଠାରୁ ବୁଢା ସଭିଏଁ। ଅତିଥି…

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ମହା ସମାରୋହରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ କଳାହାଣ୍ଡିର…

ଓଡ଼ିଶା ଲୋକ ଦଳ ନୟାଗଡ ଜିଲ୍ଲା ସଭାପତି ହେଲେ ଶାନ୍ତନୁ

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁର ଶାନ୍ତନୁ ବିଶୋଇ ଓଡ଼ିଶା ଲୋକ ଦଳର ନୟାଗଡ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେଲେ।ଓଡ଼ିଶା ଲୋକ ଦଳର ରାଜ୍ୟ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୩୧/ଓଏଲଡି/୨୦୨୫ ଅନୁସାରେ ଶାନ୍ତନୁ ବିଶୋଇଙ୍କୁ ସୂଚନା ମିଳିଥିବା ସେ କହିଛନ୍ତି। ଓଡ଼ଗାଁ ବ୍ଳକର କୁରାଳ ପଞ୍ଚାୟତ…

ଜାତୀୟ ଶିକ୍ଷାନିତୀ ୨୦୨୦: ଓଡ଼ଗାଁ ମଣ୍ଡଳ ସ୍ତରୀୟ ଆଲୋଚନା ଚକ୍ର,

୨୮ ଜଣ ଜୁନିୟର ଶିକ୍ଷକଙ୍କୁ ଚଳିତ ମାସ ଶେଷ ସୁଧା ନିୟମୀତ କରାଯିବ ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଶୁକ୍ରବାର ଜାତୀୟ ଶିକ୍ଷାନିତୀ ୨୦୨୦ ଶୀର୍ଷକ ମଣ୍ଡଳ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ୧୯ ଜଣ ଶିକ୍ଷକ…

ପତ୍ନୀ ହତ୍ୟାକାରୀ ସ୍ବାମୀକୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡାଦେଶ

ଓଡ଼ଗାଁ,୧୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଓଡ଼ଗାଁ ଅଦାଲତରେ ହତ୍ୟା ମାମଲାର ବିଚାର ପ୍ରକିୟା ସାରି ଓଡ଼ଗାଁ ଅତିରିକ୍ତ ଜିଲ୍ଳା ଓ ଦୈାରାଜଜ ପତ୍ନୀ ହତ୍ୟାହନ୍ତା ସ୍ବାମୀକୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହିତ ୨୦ ହଜାର ଟଙ୍କା ଜରିମାନା…