ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଠାରେ ବେଆଇନ ନିୟମ ଭାବରେ, ଘରେ ବିନା ଅଗ୍ନି ନିର୍ବପକ୍ ଯନ୍ତ୍ର ଲଗାଇ, ଶହ ଶହ ଲିଟର ଡିଜେଲ୍ ରଖିଥିବା ଭକ୍ତରାମ ପ୍ରଧାନ ଙ୍କ ଘରେ ୯୩୫ ଲିଟର ଡିଜେଲ ମହଜୁତ ରଖିବା ଅଭିଯୋ ରେ ଜିଲ୍ଲା ଯୋଗାଣ ବିଭାଗ ର ପାଞ୍ଚ ଜଣିଆ ଟି ଚଢ଼ାଉ କରି ଥିଲେ।ସୂଚନା ମୁତାବକ ଦୀର୍ଘ ଦିନରୁ ବେ ନିୟମ ଭାବରେ ଡିଜେଲ୍ ରଖି ବ୍ୟବସାୟ କରୁଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ର ପାଞ୍ଚ ଜଣିଆ ଟିମ୍ ଉକ୍ତ ଘରକୁ ଚଢାଉ କରି ଡିଜେଲ୍ ଠାବ କରିଛି,ଆଜି ସକାଳ ପାଖାପାଖି ୧୧ ଟାରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଭକ୍ତରାମ ପଧାନ ଙ୍କ ଘରେ ରେଡ ହୋଇଥିଲା ll ପରେ ତାଙ୍କ ଘରୁ ୧୪ ଗୋଟି ଡ୍ରମ ରେ ୯୩୬ ଲିଟର ଡିଜେଲ୍ ବ୍ୟାଜ୍ୟପ୍ତ କରି ଏକ ଡାଲା ଗାଡିରେ ଲୋଡ୍ କରାଯାଇଥିଲା ll ଡିଜେଲ ଜବତ କରିବା ସହ ମହଜୁତ ରଖିଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ଏକ ସ୍ଵତନ୍ତ୍ର କେସ ରୁଜୁ କରିଥିବା ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି l ଏହି ଚଢ଼ଉ ରେ ସୋନପୁର ସହକାରୀ ଯୋଗାଣ ଅଧିକାରୀ ରେବତୀ ନାଏକ , ସଦର ଯୋଗାଣ ଅଧିକାରୀ ପ୍ରଭାତ ଦାସ, ଲଲିତ ପଟ୍ଟନାୟକ ସହକାରୀ ଯୋଗାଣ ଅଧିକାରୀ, ପ୍ରମୋଦ ପଣ୍ଡା ଯୋଗାଣ ନିରୀକ୍ଷକ ବିନିକା ଏବ ସୁବ୍ରତ ପାଣି ଡୁଙ୍ଗୁରିପାଲି ଯୋଗାଣ ନିରୀକ୍ଷକ ଚଢ଼ାଉ ରେ ସାମିଲ ହୋଇଥିଲେ lଅନ୍ୟ ପକ୍ଷରେ ତାଙ୍କ ନାମରେ ବିଭାଗ ପକ୍ଷରୁ ଏକ କେସ ରୁଜୁ କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Prev Post