ବାବାବିଶ୍ୱନାଥ ମନ୍ଦିର ରେ ସତସଙ୍ଗ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସର୍ଗୁଲ ଗ୍ରାମ ର କଙ୍କରାଜୁରୀ ସ୍ଥିତ ବାବାବିଶ୍ୱନାଥ ମନ୍ଦିର ରେ ମାସିକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉଦ୍ଧବ ମହାକୁର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ…

ମୁମ୍ବାଇରେ ଆୟୋଜିତ ଜାତୀୟ ସମ୍ମିଳନୀରେ ସୋଆର ପିଜି ମେଡିକାଲ୍ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର, ୨୦ ଜାନୁଆରୀ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ୪ ଜଣ ସ୍ନାତକୋତର ଛାତ୍ରଛାତ୍ରୀ ଗତ ଜାନୁ୍ରଆରୀ ୮ ତାରିଖରୁ ୧୨ ତାରିଖ ମଧ୍ୟରେ ମୁମ୍ବାଇ ଠାରେ ଆୟୋଜିତ ୬୭ତମ ଅଲ ଇଣ୍ଡିଆନ୍ କଂଗ୍ରେସ୍ ଅନ୍…

ବେଲଗୁଣ୍ଠାରେ ଅଷ୍ଟମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ଆଞ୍ଚଳିକ ସାଧନ କେନ୍ଦ୍ର ଗୁଡିକରେ ସିଆରସିସି ମାନଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ…

ଗୁରୁ ନାନକ ପବ୍ଲିକ୍ ସ୍କୁଲର 160 ଛାତ୍ର ଛାତ୍ରୀଙ୍କ ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ କାରଖାନା ପରିଦର୍ଶନ

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା, 21 ଜାନୁଆରୀ 2025 – ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ଆଜି ଗୁରୁ ନାନକ୍ ପବ୍ଲିକ୍ ସ୍କୁଲ୍, ସେକ୍ଟର 21, ରାଉରକେଲାର 160 ଛାତ୍ର ଛାତ୍ରୀ ଓ ସେମାନଙ୍କ ଶିକ୍ଷକମାନଙ୍କୁ କାରଖାନା ପରିସରରେ ଜ୍ଞାନମୂଳକ ଓ ସ୍ମୃତିମୟ ପରିଦର୍ଶନ କରିବାରେ…

ରାଷ୍ଟ୍ରୀୟ ବାଳିକା ଦିବସ ସପ୍ତାହ – ୨୦୨୫ ପାଳିତ –

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇ.ଏସ୍.ଆର୍.ଡି "ସଖୀ" ୱାନ ଷ୍ଟପ ସେଣ୍ଟର , ଗଜପତି ତରଫରୁ ରାଷ୍ଟ୍ରୀୟ ବାଳିକା ଦିବସ ସପ୍ତାହ - ୨୦୨୫ ରାୟଗଡ଼ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ କେରାଣ୍ଡି ପଞ୍ଚାୟତ କାର୍ଯ୍ଯାଳୟଠାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ…

ଗୁଣପୁର ସ୍ଥାନୀୟ ଟାଉନ୍ ହଲ୍ ଠାରେ କଳିଙ୍ଗ ସାମ୍ବାଦିକ ସଂଘର ପଞ୍ଚମ ବାର୍ଷିକ ଉତ୍ସବ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥାନୀୟ ଟାଉନ୍ ହଲ୍ ଠାରେ କଳିଙ୍ଗ ସାମ୍ବାଦିକ ସଂଘର ପଞ୍ଚମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି। ଗୁଣପୁର ର କବି ଗଣ ଙ୍କୁ ନେଇ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କବିତା ପାଠୋତ୍ସବ ରେ ମୋଟ ୩୦ ଜଣ କବି ଭାଗ…

ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କୁ ବାଣପୁର କୋର୍ଟରେ ସ୍ୱାଗତ ସମ୍ବର୍ଦ୍ଧନା

ବାଣପୁର:(ସେକ କୌସର):ଆଜି ଖୋର୍ଦ୍ଧା ଜିଲ୍ଲାରେ ନୂତନ ଭାବେ ଯୋଗଦେଇଥିବା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ (ଏଡିଜେ-୧) ରଞ୍ଜୁଲତା ଲେଙ୍କାଙ୍କୁ ବାଣପୁର କୋର୍ଟ ବିଚାରପତି ଦ୍ବୟ ଏବଂ ବାଣପୁର ଓକିଲ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ବାଣପୁର ସର୍କିଟ କୋର୍ଟ ପରିସରରେ ବିଚାରପତିଙ୍କ…

ନୟାଗଡ଼ ଜିଲ୍ଲା ସୀମାନ୍ତ ଜୁଆ ଆଡ୍ଡାରେ ଚଢ଼ାଉ, ଏକାଧିକ କାର ବାଇକ ଅଟୋ ଜବତ ଓ ନାବାଳକ ସମେତ ୨୦ ଗିରଫ,

ଓଡ଼ଗାଁ,୨୦।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ସରହଦ ଓଡ଼ଗାଁ - ଗଞ୍ଜାମ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଥିବା ଜୁଆ ଆଡ୍ଡା ଉପରେ ନୟାଗଡ଼ ଜିଲ୍ଲା ପୋଲିସ ସହିତ ଓଡ଼ଗାଁ ପୋଲିସ ରବିବାର ଅପରାହ୍ଣରେ ଚଢ଼ାଉ କରି ୨ ନାବାଳକଙ୍କ ସମେତ ୨୦ ଜଣଙ୍କୁ ଗିରଫ କରିଛନ୍ତି ।…

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା 2025 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

ରାୟଗଡ:- ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ଠାରେ ତା 20/01/2025 ରିଖରେ ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା -2025 ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ 127ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲାର ପ୍ରାୟ 04 ଗୋଟି କମ୍ପାନୀ ଯୋଗଦାନ କରି 125 ଛାତ୍ର…

ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ

ରାୟଗଡ: ୨୦.୦୧.୨୦୨୫ତାରିଖ ଦିନ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକ ସଦର ମହକୁମାସ୍ଥିତ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ରାୟଗଡା ଜିଲ୍ଲାପାଳ ପାରୁଲ ପାଟାୱରୀଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ…