ଗଜବନ୍ଧ କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର , ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ରକୁମାର ପୁରୋହିତ ଙ୍କ ତତ୍ୱାବଧାନରେ ଆୟୋଜିତ…

ସୁବର୍ଣ୍ଣପୁର ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ଠାରେ ନିଯୁକ୍ତିମେଳା ଅନୁଷ୍ଠିତ

 ୧୮ ଟି ବିଭିନ୍ନ ସଂସ୍ଥାଙ୍କ ଅଂଶଗ୍ରହଣ :୪୧୫ ଆଶାୟୀ ଯୁବକ ଯୁବତୀଙ୍କ ଯୋଗଦାନ. ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସରକାରୀ ତାଲିମ ଶିକ୍ଷାନୁଷ୍ଠାନ ଠାରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ତରଫରୁ ଏକ ନିଯୁକ୍ତିମେଳା ଅନୁଷ୍ଠିତ…

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫

 ମୟୂରଭଞ୍ଜ ଜିଲ୍ଲା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ଜାଲଦା କ୍ଲଷ୍ଟର ର ଡୁମୁରିଆ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା-୨୦୨୫ ଅନୁଷ୍ଠିତ ହୋଇ ଯାଇଛି ।ସିଆରସିସି ଶ୍ରୀ ଶୁଭେନ୍ଦୁ ବିକାଶ ବେହେରାଙ୍କ…

ସୁବର୍ଣ୍ଣପୁରରେ କୁଷ୍ଠ ନିରାକରଣ ଦିବସ ପାଳିତ :

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ କୁଷ୍ଠ ନିରାକରଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ନର୍ସିଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ଏହି…

ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ଉପ ନିର୍ବାଚନ ଶେଷ

 ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ ର ପ୍ରାକ୍ତନ ଅଧକ୍ଷ ପ୍ରସାନ୍ତ କୁମାରନାୟକ ଙ୍କ ପରଲୋକ ହେବା ପରେ ସରକାରଙ୍କ ନିର୍ଦେଶ କ୍ରମେ ବେଲଗୁଣ୍ଠା ପଞ୍ଚାୟତ ସମିତିର ଅଧକ୍ଷ ପଦବୀ ପାଇଁ ବିଜେଡି ପାଇଁ ମମତା ଭୋଳ ଓ ବିଜେପି ପାଇଁ ଗିତାଞ୍ଜଳି ବିଷୋୟୀ ପ୍ରାଥୀ ହୋଇଥିଲେ l ଏଥିରେ…

ଶାକମ୍ବରୀ ବିଦ୍ୟାପୀଠର ୪୮ ତମ ବାର୍ଷିକ ଉତ୍ସବ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବୋରିପଦର ସ୍ଥିତ ଶାକମ୍ବରୀ ବିଦ୍ୟାପୀଠର ୪୮ ତମ ବାର୍ଷିକ ଉତ୍ସବ ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ…

ଓଡ଼ିଶାର ପ୍ରତି ଜିଲ୍ଲାରେ ହେବ ସମ୍ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ

ଭୁବନେଶ୍ୱର, ଜାନୁଆରୀ ୩୦: ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମ୍ ହେଲ୍‌ଥ କେୟାର ସର୍ଭିସେସ୍ ପକ୍ଷରୁ ଏକ ବିସ୍ତୃତ ଯୋଜନା ହାତକୁ ନିଆଯାଇଛି। ତୃଣମୂଳ ସ୍ତରର ଲୋକଙ୍କୁ ସୁଲଭ ତଥା ଗୁଣବତା ବିଶିଷ୍ଟ ସ୍ୱାସ୍ଥ୍ୟ ସେବା ଦେବାକୁ ପ୍ରତି ଜିଲ୍ଲାରେ ଏହି ସଂସ୍ଥା ପକ୍ଷରୁ…

ଡଙ୍ଗାଛଞ୍ଚା କ୍ଲଷ୍ଟରରେ ନିପୁଣ ମେଳା ।

ପଦ୍ମପୁର--ରାଜବୋରାସମ୍ବର ବ୍ଲକ ଡଙ୍ଗାଛଞ୍ଚା କ୍ଲଷ୍ଟରରେ ନିପୁଣ ମେଳା ଦହିତା ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ବଜ ବଗାର,ସମ୍ମାନିତ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରାମ ସିଂ ଭୋଇ,ରାଧେଶ୍ୟାମ ମେହେର,ପ୍ରଧାନ…

ବାଲି ମାଫିଆ ସକ୍ରିୟ : ଲୁଟି ଚାଲିଛନ୍ତି ବୈତରଣୀ ନଦୀ ବାଲି।

 କେନ୍ଦୁଝର,ତା୩୦/୧(ଦିଲୀପ ସାହୁ) - ପୂର୍ବରୁ ନଦୀ ବାଲି ଲଘୁ ଖଣିଜ ପଦାର୍ଥ ଭାବେ ରାଜସ୍ବ ବିଭାଗ ଦ୍ଵାରା ନିର୍ଦ୍ଧାରିତ ହୋଇ ନିର୍ଦ୍ଦିଷ୍ଟ ପରିମାଣରେ ଉତ୍ତୋଳନ ହେଉଥିଲା। ହେଲେ ଏବେ ଖଣି ବିଭାଗ ନଦୀ ବାଲି ଘାଟ ନିଲାମ ଦେଉଛି। କିନ୍ତୁ କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀ ଶଯ୍ୟା ଓ ନଦୀ ଭିତରୁ…

ଭୁବନେଶ୍ୱରରେ ସ୍ୱତନ୍ତ୍ର ବିଶ୍ୱସ୍ତରୀୟ ଫର୍ଟିଲିଟି ସେଂଟର ୯ଏମ ଫର୍ଟିଲିଟିର ଶୁଭାରମ୍ଭ

ଭୁବନେଶ୍ୱର: ବନ୍ଧ୍ୟାତ୍ୱ ସେବା ପାଇଁ ଏକ ଅତ୍ୟାଧୁନିକ ଓ ସ୍ୱତନ୍ତ୍ର ସୁବିଧା ୯ ଏମ ଫର୍ଟିଲିଟି ବର୍ତମାନ ଭୁବନେଶ୍ୱରରେ ଖୋଲାଯାଇଛି । ବ୍ୟାପକ ପ୍ରଜନନ ଯତ୍ନ ପ୍ରଦାନ କରିବା, ଆଶାୟୀ ପିତିମାତାଙ୍କ ବିବିଧ ଆବଶ୍ୟକତାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପୂରଣ କରିବା ହେଉଛି ଉତ୍କ…