ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲି ଗ୍ରାମର ବିଧବା
କଇଁଫୁଲ ସାହୁ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ୱ ହେବ ବରଗଡ ଖଜୁରଟିକ୍ରାରେ ରହି ଲେବର କାମ କରି ନିଜର ଦୁଇଟି ଝିଅ ଓ ଗୋଟିଏ ପୁଅଙ୍କ ସହିତ ବସବାସ କରୁଥିଲେ l ଗତ ତା.୧୯.୦୪.୨୫ ରିଖ ଶନିବାର ଦିନ ସନ୍ଧ୍ୟା ସମୟରୁ ଅର୍ଥାତ ଆଜି ପର୍ଯ୍ୟନ୍ତତାଙ୍କର ବଡ ଝିଅ କାଜଲ ସାହୁ ନିଖୋଜ ଅଛନ୍ତି l ତାଙ୍କ ମାଆ ସେହି ଦିନ ରାତି ସାରା ଖୋଜାଖୋଜି କରିବା ପରେ ପତ୍ତା ନ ପାଇବାରୁ ସେ ବରଗଡ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l କୌଣସି ବ୍ୟକ୍ତି ଯଦି ଫଟୋ ଦେଖି ଚିହ୍ନିଲେ ଦୟାକରି ଏହି ମୋବାଇଲ ନମ୍ବର ୭୬୮୪୯୯୩୩୨୬ ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ l
Sign in
Sign in
Recover your password.
A password will be e-mailed to you.