ପହଲଗାମ୍ ଆତଙ୍କି ହମଲାରେ ମୃତ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି
ମଧୁବୈଶ୍ୟ ସମାଜ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା,
ଓଡ଼ଗାଁ,୨୭।୪(ଶ୍ରୀକାନ୍ତ କୁମାର ମିଶ୍ର):କାଶ୍ମୀରର ପହଲଗାମ ଗାମରେ ଆତଙ୍କୀ ହମଲାକୁ ନେଇ ଏବେ ସାରାଦେଶ ପ୍ରତିଶୋଧ ପରାୟଣ ହୋଇ ଉଠିଛି।ଆତଙ୍କୀର ଦଶ ପାକିସ୍ତାନକୁ କଡ଼ା ଜବାବ୍ ଦେବାକୁ ପୁରପଲ୍ଲୀ ଠାରୁ ଆରମ୍ଭକରି ଦିଲ୍ଲୀ ପର୍ଯ୍ୟନ୍ତ…