ନବରଙ୍ଗପୁର ଠାରେ ବିଧାନସଭା ଷ୍ଟାନଡିଂ କମିଟି ଗସ୍ତ ଏବଂ ସମୀକ୍ଷା ବୈଠକ

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା ୮.୨.୨୦୨୫: ଗତକାଲି ତା ୭.୨.୨୦୨୫ ରିଖ ନବରଙ୍ଗପୁର ଜିଲ୍ଲାକୁ ବିଧାନସଭା ଷ୍ଟାନଡିଂ କମିଟି ର ୬ ଜଣିଆ ସଦସ୍ୟ ଗସ୍ତ କରି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମିକ୍ଷା ବୈଠକ ରେ ଯୋଗ ଦେଇଛନ୍ତି। ଡ଼ାବୁ ଗାଁ ବିଧାୟକ ମନୋହର…

ସୁନ୍ଦରଗଡ଼ ବସଷ୍ଟାଣ୍ଡ ଅପରାଧୀଙ୍କ ପେଣ୍ଠସ୍ଥଳୀ, ବସ ଓ ପୋଲିସ ଉପରେ ଆକ୍ରମଣ

ସୁନ୍ଦରଗଡ଼:-ଲୁହୁରାଢିପା ସ୍ଥିତ ବେସରକାରୀ ବସଷ୍ଟାଣ୍ଡ ବର୍ତ୍ତମାନ ଅପରାଧୀଙ୍କ ଭୂସ୍ବର୍ଗ ପାଲଟିଛି, ଖାସକରି ବସଷ୍ଟାଣ୍ଡ ଭିତରେ ରହିଥିବା ଝୁପୁଡି ହୋଟେଲ ଭିତରେ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ମିଳୁଥିବା ନେଇ ଅଭିଯୋଗ ହୋଇଆସୁଛି, ଏହି ହୋଟେଲ ମାନଙ୍କରେ ସ୍ଥାନୀୟ ଅଞ୍ଚଳର ଅପରାଧୀ ମାନେ…

ଭଞ୍ଜନଗରସ୍ଥ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ଭଞ୍ଜ ଜୟନ୍ତୀ ପାଳିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଅଦ୍ୟ ୦୮ ଫେବୃଆରୀ ୨୦୨୫ ଶନିବାର ଦିନ ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଉଭୟ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଓ ଭଂଜ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଯେହେତୁ ଭଞ୍ଜ ଜୟନ୍ତୀ ପଞ୍ଚମୀ ତିଥି ଅର୍ଥାତ୍ ପବିତ୍ର…

ଭ୍ରଷ୍ଟ ସରକାର ବିରୋଧରେ ଅସନ୍ତୋଷର ବିସ୍ଫୋରଣ ହୋଇଛି : ମନମୋହନ ସାମଲ

ଐତିହାସିକ ବିଜୟ ପାଇଁ ନଡ୍ଡା, ଶାହା ଓ  ନୂଆ ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଶ୍ରୀ ବୈଜୟନ୍ତଙ୍କୁ ଅଭିନନ୍ଦନ ଜଣାଇଲେ ମନମୋହନ   ଐତିହାସିକ ବିଜୟ ଲାଭ ପାଇଁ ବିଜେପି କାର୍ଯ୍ୟକର୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି ଭୁବନେଶ୍ୱର, ତା.୦୮/୦୨: ଦିଲ୍ଲୀ ବିଧାନସଭା…

କିମ୍‍ସରେ ବିଂଶତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ଉଦ୍‍ଘାଟିତ

ଭୁବନେଶ୍ୱର, ୭ ।୨: ଆସୋସିଏସନ୍‍ ଅଫ୍‍ ଫୋନୋ ସର୍ଜନ୍ସ ଅଫ୍‍ ଇଣ୍ଡିଆ (ଏପିଏସ୍‍ଆଇ)ର ୨୦ତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ‘ଫୋନୋକନ୍‍-୨୦୨୫’ ଶୁକ୍ରବାର କିମ୍‍ସରେ ଉଦ୍‍ଘାଟିତ ହୋଇଯାଇଛି । ୩ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ୪ଶହରୁ ଊର୍ଦ୍ଧ୍ୱ…

ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଫେବୃଆରୀ ୮-୧୧

କଟକ: ପ୍ରଥମ ତଥା ବହୁ ପ୍ରତୀକ୍ଷିତ ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଫେବୃଆରୀ ୮ରୁ ଓଡ଼ିଶାର କଟକ ଅନ୍ତର୍ଗତ କପୁରସିଂଠାରେ ଅବସ୍ଥିତ ହାଇ ପରଫରମାନ୍ସ କ୍ରିକେଟ ଏକାଡେମୀ ‘ଏମଜିଏମ୍ ସ୍କୁଲ ଅଫ ସ୍ପୋର୍ଟସ୍’ରେ ଶ୍ରୀ ରବି ଶାସ୍ତ୍ରୀ ଏବଂ ତାଙ୍କର ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍ ସଦସ୍ୟଗଣ…

ଅବ୍ୟବସ୍ଥା ଘେରରେ ଗାଙ୍ଗପୁର ଏଟିଏମ୍; ସପ୍ତାହ ସପ୍ତାହ ଧରି ହେଉଛି ଅକାମୀ ; ଗ୍ରାହକ ହନ୍ତସନ୍ତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଜରୁରୀ କାଳୀନ ପରିସ୍ଥିତିରେ ନଗଦ ଟଙ୍କା ପାଇଁ ଲୋକେ ଦୌଡ଼ି ଆସନ୍ତି ଏଟିଏମ୍ ନିକଟକୁ I କିନ୍ତୁ ଏଟିଏମ୍ ବନ୍ଦ ଥିବା ଦେଖି ନିରାଶ ହେବା ସହିତ ନିଜ ବ୍ୟାଙ୍କ୍ ଖାତାରେ ଟଙ୍କା ଥିଲେ ମଧ୍ୟ ଜରୁରୀ ଆବଶ୍ୟକତା ମେଣ୍ଟାଇବା ପାଇଁ ସାଙ୍ଗ ସାଥୀଙ୍କ ନିକଟରେ ହାତ…

ଦୁଇ ବର୍ଷ ହେଲା ଖାଲି ପଡିଛି ଡାବୁଗାଁ ଅତିରିକ୍ତ ତହସିଲଦାର ଙ୍କ ପଦବୀ, ପୂରଣ ହେବ କେବେ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୭/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟ ରେ ଦୁଇ ବର୍ଷ ହେଲା ଅତିରିକ୍ତ ତହସିଲଦାର ଙ୍କ ପଦ ଖାଲି ପଡିଛି। ଯୋ ଦ୍ଵାରା ସାଧାରଣରେ ଲୋକେ ହୋଇରାଣ ହେଉଛନ୍ତି। ଡାବୁଗାଁ ତହସିଲ କାର୍ଯ୍ୟାଳୟ ଅଧୀନରେ ୪ ଗୋଟି ରାଜସ୍ବ ବିଭାଗ…

ବାଇକରୁ ପଡି ବ୍ରହ୍ମ କୁମାରୀଙ୍କ ମୃତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୭/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବୁଟିଆଗୁଡା ନିକଟରେ ବାଇକ ରୁ ଖସି ପଡି ଜଣେ ବ୍ରହ୍ମ କୁମାରୀ ଙ୍କ ମୃତ୍ୟୁ ଘଟିଛି । ମୃତ ବ୍ରହ୍ମ କୁମାରୀ ଝରିଗାଁ ସଦର ସ୍ବରାଜ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣି ଧଳ…

ପଞ୍ଚାଳି ସରକାରୀ ଉଚ୍ଚ ବିଦ୍ୟାଳୟ ପଞ୍ଚାଳି ରେ ବାର୍ଷିକ ଉତ୍ସବ

କାଶୀପୁର ରୁ ବୈକୁଣ୍ଠ ଦୁରିଆ -କାଶୀପୁର ବ୍ଳକ ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୨୦୨୪-୨୫ ପ୍ରଥମ ଥର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ମୁଖ୍ୟ ଅତିଥି ମାନଙ୍କୁ ବିଦ୍ୟାଳୟର ସମସ୍ତେ ସ୍ଵାଗତ କରି ବିଦ୍ୟାଳୟର ପାଚେରୀ କାନ୍ତ ପାଇଁ ଭୁମି ପୁଜା ଆରମ୍ଭ…