ଜୟ କିସାନ କୃଷକ ସଂଗଠନ ଆନ୍ଦୋଳନ ପାଇଁ ସଜବାଜ
ସୋହେଲା:- ସୋହେଲା ବ୍ଲକ ଅନ୍ତର୍ଗତ ଦଶମାଇଲ ଛକ ଠାରେ ଜୟ କିସାନ କୃଷକ ସଂଗଠନ ପକ୍ଷରୁ ଏକ କର୍ମୀ ବୈଠକ ବ୍ଲକ ସଭାପତି ସୁରେନ୍ଦ୍ର ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜୁଳି ସମସ୍ୟା କୁ ନେଇ ଚଳିତ ମାସ ୨୮ ତାରିଖ ଶୁକ୍ରବାର ଦିନ ତହସିଲଦାର ଙ୍କ ମାଧ୍ୟମରେ…