ମୋବାଇଲି ଟାଓ୍ବାର ବେଟେରି ଚୋରି କରିନେବା ବେଳେ ଧରାପଡି ଜେଲଗଲେ ୩ଜଣ ।
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ଲୋକଙ୍କ ଯୋଗାଯୋଗ ର ମାଧ୍ୟମ ହେଉଛି ମୋବାଇଲ ।ଦୁର୍ଗମ ଅଞ୍ଚଳ ର ମୋବାଇଲ ସେବା ଯୋଗାଇ ଆସୁଥିବା ଜିଇଓ ଟାଓ୍ବାର ର ବେଟେରି ଚରାଇ ଲୋକଙ୍କ ହାତରେ ଧରାପଡି ଜେଲ ଗଲେ ୩ ଜଣ ଯୁବକ ।ରାୟଗଡା ଜିଲା କାଶିପୁର ବ୍ଲକର ଟିକିରି ଥାନା ଅନ୍ତର୍ଗତ ନିସିଖାଲ…