ଜିଲ୍ଲା ବିଜେଡ଼ି ପକ୍ଷରୁ ବିଜୁ ଜୟନ୍ତୀ ପାଳନ ଓ ପ୍ରତିବାଦ ଧାରଣା।

କେନ୍ଦୁଝର,ତା୬/୩-  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ୧୯୯୩ ମସିହାରୁ ପାଳନ କରାଯାଉଛି। ବିଜୁ ବାବୁ ଶ୍ରମିକଙ୍କୁ ୨୫ ଟଙ୍କା ମଜୁରୀ ମହିଳାଙ୍କୁ ପଞ୍ଚାୟତ ସ୍ତରରେ ନିର୍ବାଚନ ଲଢ଼ିବାକୁ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ଗ୍ରାମ ପଞ୍ଚାୟତର…

ଗୋଟିଏ ସୁଭଦ୍ରା ଓ ଗୋଟିଏ ଦୀପର ଆହ୍ୱାନ ଜଣାଇଲେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

https://youtu.be/iboMlzimPDk   ଭୁବନେଶ୍ୱର, ତା୦୬/୦୩/୨୦୨୫ରିଖ: ଓଡିଶା ସରକାରଙ୍କର ସର୍ବବୃହତ ମହିଳା କଲ୍ୟାଣକାରୀ ଯୋଜନା “ସୁଭଦ୍ରା”ର ପ୍ରଥମ କିସ୍ତି ବିତରଣର ପଞ୍ଚମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି…

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ହେଲେ ଦାୟିତ୍ଵମୁକ୍ତ

ଭୁବନେଶ୍ଵର,ତା୦୬/୦୩/୨୦୨୫ରିଖ: ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଶ୍ରୀମତୀ ମନ୍ଦାକିନୀ କର ଏବଂ ୫ ଜଣ ସଦସ୍ୟ ଯଥା – ଶ୍ରୀମତୀ ସସ୍ମିତା ନନ୍ଦ, ଶ୍ରୀମତୀ ରୁବି ବିଶ୍ଵାଳ, ସୁଶ୍ରୀ ଜାଲିନା ପ୍ରିୟଦର୍ଶିନୀ, ଶ୍ରୀମତୀ ଛବି…

ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ବିରୁଦ୍ଧରେ ଗଜପତି ଜିଲ୍ଲା ବିଜୁ ଜନତା ଦଳର ପ୍ରତିବାଦ ସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କଳିଙ୍ଗର ବରପୁତ୍ର ମହାନାୟକ ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ସମଗ୍ର ବିଶ୍ବରେ ଓଡ଼ିଆ ଜାତିର ଅନ୍ୟ ଏକ ପରିଚୟ। ବିଗତ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ତାଙ୍କ ଜନ୍ମ ଦିବସ ମାର୍ଚ୍ଚ ୫ ତାରିଖ ପଞ୍ଚାୟତ…

ରାଉରକେଲାର ବାସନ୍ତୀ ଫୁଡ୍ କୋର୍ଟରେ ଗୃହସ୍ଥୀ ଡାଏରୀର ନୂତନ ଆଉଟଲେଟ ଉଦଘାଟନ

ରାଉରକେଲା, (ବସନ୍ତ କୁମାର ଜେନା): ଶୁଦ୍ଧ ଏବଂ ଉଚ୍ଚ ଗୁଣବତ୍ତାପୂର୍ଣ୍ଣ ଡେଉରୀ ଉତ୍ପାଦନରେ ପରିଚିତ ଗୃହସ୍ଥୀ ଡାଏରୀ ୬ ମାର୍ଚ୍ଚ ୨୦୨୫ ରେ ବସନ୍ତୀ ଫୁଡ୍ କୋର୍ଟ, ରାଉରକେଲା (ଦୋକାନ ସଂଖ୍ୟା ୧୪) ରେ ଏକ ନୂତନ ଆଉଟଲେଟ ଉଦଘାଟନ କଲେ। ଏହି ଉଦଘାଟନ ସିଏମଡି ଶ୍ରୀ ଗଣେଶ ପ୍ରସାଦ ବଗାରିଆ ଏବଂ…

ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ନବମ ସାଧାରଣ ବୈଠକ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ନବମ ସାଧାରଣ ବୈଠକ ଗୁଡ଼ାରୀ ବ୍ଲକ ର ମାଁ ମାଣିକେଶ୍ଵରୀ ଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଶ୍ରୀ ପ୍ରଶାନ୍ତ କୁମାର କର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବରୁ…

କେଶରାପଲ୍ଲୀରେ ବିଶ୍ୱଶାନ୍ତି ପଞ୍ଚ ମହା ଯଜ୍ଞ ଉଦଯାପିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମରେ ମାଆ ଦଣ୍ଡକାଳୀଙ୍କ ନୂତନ ବିଗ୍ରହ ସହିତ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀ ରଘୁନାଥଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ତିନିଦିନ ବ୍ୟାପୀ ଚାଲିଥିବା ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ଆଜି ଉଦଯାପିତ…

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ l

"ଜିଲ୍ଲାର ଜିଲ୍ଲାସ୍ଥରରେ, ବ୍ଲକ, ଜିଲ୍ଲାସ୍ୱାସ୍ଥ୍ୟ କେନ୍ଦ୍ର ଓ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ନିୟନ୍ତ୍ରଣ କକ୍ଷ୍ୟ ଖୋଲାଯିବାକୁ ଅତିରକ୍ତ ଜିଲ୍ଲାପାଳଙ୍କ ନିର୍ଦେଶ " ରାୟଗଡ ୬/୦୩- ରାୟଗଡ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ଓ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି…

ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ଅପହରଣ ମାମଲାରେ ଫେରାର୍ ରାଜାକୁ ଗିରଫ କଲା ଗାଙ୍ଗପୁର ପୋଲିସ୍

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଗତ ଜାନୁୟାରୀ ମାସରେ ଜଣେ ଚମଡ଼ା ବ୍ୟବସାୟୀ ଏବଂ ତିନିଜଣ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ଅପହରଣ କରି ସେମାନଙ୍କୁ ଅକଥନୀୟ ଅତ୍ୟାଚାର ସହିତ ମୁଣ୍ଡ ଜାମିନ୍ ମାମଲାରେ ପୋଲିସ୍ ହେପାଜତରୁ ଫେରାର୍ ରାଜାକୁ ଆଜି ଗିରଫ କରିଛି ଗାଙ୍ଗପୁର ପୋଲିସ୍ I ସୂଚନା…

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଓଡ଼ଗାଁ,୬।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଗୋଛା ସଂରଖିତ ଜଙ୍ଗଲ ନିକଟରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଓଡ଼ଗାଁ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରାଯିବା ପରେ ନୟାଗଡ଼ ସ୍ଥାନାନ୍ତର କରାଯାଇଛି । ଘଟଣାରୁ…