ଅନୁସୂଚିତ ଜାତି ଓ ଜନଜାତି ହିସାବରେ ପାଇଥିବା ଚାରି ଡିସମିଲ ଘର ଡିହ ପାଇଁ ତହସିଲ ଅଫିସ ରେ ବିକ୍ଷୋଭ

ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ତହସିଲ ଅନ୍ତର୍ଗତ କେଉଁଟିପାଲି ମୌଜା ରେ ଘର ଶୁନ୍ୟ ଅନୁସୂଚିତ ଜାତି ଓ ଜନଜାତି ଗଣ୍ଡା ସମାଜ ର ଲୋକ ମାନେ 1999ମସିହା ରୁ ସରକାର ଙ୍କ ଠାରୁ ଚାରି ଡିସମିଳ ଘର ଡିହ ପାଇ ଥିଲେ କିନ୍ତୁ ଏବେଯାଏ ଉକ୍ତ ଜାଗା କୁ ଦଖଲ ବା ମଡ଼ାଇ ବା ପାଇ ପ୍ରଶାସନ କେବେ…

ବାରମ୍ବାର ବିଦ୍ୟୁତ କାଟ କୁ ନେଇ ବିଦ୍ୟୁତ ବିଭାଗ ଠାରେ ଅଭିଯୋଗ କଲା ଧଣ୍ଡାମୁଣ୍ଡା ବଣିକ ସଂଘ

ଖପ୍ରାଖୋଲ ୨/୬(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଅଞ୍ଚଳ ରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗ କୁ ମନଇଚ୍ଛା ବିଦ୍ୟୁତ ସରବରାହ ବନ୍ଦ ରହୁ ଥିବା ରୁ ଅଞ୍ଚଳ ର ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି I ଏପରି କି ବର୍ଷା ନ ହେଲେ ମଧ୍ୟ ବିଦ୍ୟୁତ ସର…

ଆମାନାରା ଗ୍ରାମ ପଞ୍ଚାୟତରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡ଼ା ଜିଲ୍ଳା ନୂଆପଡ଼ା ବ୍ଲକ ରେ ଅଭିଯୋଗ ଶୁଣାଣୀ ଶିବିର ପରେ ଆମାନାରା ଗ୍ରାମ ପଞ୍ଚାୟତରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ…

ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିବା ନିମନ୍ତେ ଡିଜିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ

କଟକ : ଆସନ୍ତା ଜୁନମାସ ୨୭ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟIଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର…

କେନ୍ଦ୍ରର ୧୧ବର୍ଷ ଓ ରାଜ୍ୟର ୧ ବର୍ଷ ବିଜେପି ସରକାର ପୂର୍ତି ଉପଲକ୍ଷେ ରାଜ୍ୟସ୍ତରୀୟ କର୍ମଶାଳା

ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ଆଧାର କରି ବିଜେପି ଜନସାଧାରଣଙ୍କ ପାଖକୁ ଯିବ: ସମୀର ମହାନ୍ତି  ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହପ୍ରଭାରୀ…

ସୋଆରେ ଶକ୍ତି, ସଙ୍କେତ ଓ ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ‘ଆପ୍ସିଟ୍…

ଭୁବନେଶ୍ୱର, ଜୁନ ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଇଲେକ୍ଟ୍ରିକାଲ୍, ଇଲେକ୍ଟେ୍ରାନିକ୍ସ ଆଣ୍ଡ ଇଞ୍ଜିନିୟରିଂ (ଇଇଇ) ବିଭାଗ ଏବଂ ଆଇଇଇଇ, ଭୁବନେଶ୍ୱର ଓ କୋଲକାତା ଶାଖାର ମିଳିତ ସହଯୋଗରେ ମେ ୨୩ ରୁ ୨୫ ତିନି…

ସମ ହସ୍ପିଟାଲରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ

ଭୁବନେଶ୍ୱର, ଜୁନ ୨: ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ ତମାଖୁ ମୁକ୍ତ ଦିବସ ଉପଲକ୍ଷେ ଶୁକ୍ରବାର ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ…

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟ ଶ୍ରୀ ରାଉତ ରାୟ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ।

 ବାସୁଦେବପୁର -ବିଜୟଶ୍ରୀ ରାଉତରାୟ ଓଡିଶା ରାଜନୀତିରେ ସେ ଥିଲେ ବର୍ଷିଆନ ଜନନେତା. ଓଡିଶା ରାଜନୀତିରେ ସେ ଥିଲେ ବରିଷ୍ଟ ନେତା,ସେ ରାଜ୍ୟରାଜନୀତିରେ ସତନ୍ତ୍ର ସ୍ଥାନଅଳଙ୍କୃତ କରିଥିଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁସେ୧୯୯୦ରୁ ୨୦୧୯ ପ୍ରଯ୍ୟନ୍ତ ୬ ଥର ଅପ୍ରତିଦ୍ବନ୍ଦି…

ମେଲାଣି ନେଲେ ମାଁ ବ୍ରାହ୍ମଣ ଦେବୀ: ମାଁ ଙ୍କୁ ଭାବପୂର୍ଣ୍ଣ ବିଦାୟ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବାପ ଘରକୁ ଆସି ମାଁ ବ୍ରାହ୍ମଣ ଦେବୀ ଦୀର୍ଘ ଏକ ମାସରର ଦେବୀଲୀଳା ସମ୍ପନ୍ନ କରି ନିଜସ୍ଵ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ବେଲଗୁଣ୍ଠା ବାସୀ ମାଁ ଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି ।ପବିତ୍ର ଅକ୍ଷୟ ତୃତୀୟା ଠାରୁ ମାଁ ବେଲଗୁଣ୍ଠା ଆଗମନ କରିଥିଲେ…

ଗବେଷକ ଡ଼.ଭରତ ପଣ୍ଡାଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ପ୍ରାଙ୍ଗଣରେ ଉତ୍କଳ ସମ୍ମିଳନୀ ଗଜପତି ଶାଖା ଏବଂ ଉତ୍କଳ ହିତୈଷିଣୀ ସମାଜ ମିଳିତ ଆନୁକୂଲ୍ୟରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର…