ମହିଳାଙ୍କ ମୃତ ଶରୀର ରଖି ରାସ୍ତା ଅବରୋଧ
କ୍ଷତିପୂରଣ ନେଇ ସୋମବାର ଗାଡ଼ି ମାଲିକ ଓ ପ୍ରଶାସନୀକ ଅଧିକାରୀଙ୍କ ସହ ବୈଠକ ନିଷ୍ପତ୍ତି
ଘଟଣା ସ୍ଥଳରେ ରେଡକ୍ରସରୁ ୨୦ ହଜାର ଟଙ୍କା ପ୍ରଦାନ
ଓଡ଼ଗାଁ, ୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଆରେଡ଼ା ଗ୍ରାମର ଜଣେ ମହିଳାଙ୍କ ସଡ଼କ ଦୁର୍ଘଟଣାରେ…