ସ୍ଵାଧୀନତା ସଂଗ୍ରାମୀ ନାରାୟଣ ପାତ୍ରଙ୍କ ସ୍ମୃତିରେ ୧୧୨ତମ ଜନ୍ମ ବାର୍ଷିକୀ ପାଳିତ ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁରାଣ୍ଡି ଗ୍ରାମରେ ଆଜି ( ରବିବାର) ପ୍ରଥମ ସାଂସଦ ଏବଂ ଅବିଭାଜିତ ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ରାଜ୍ୟସଭା ସାଂସଦ ନାରାୟଣ ପାତ୍ରଙ୍କ ୧୧୨ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଉତ୍ସବ "ଜଷ୍ଟିସ୍ କର୍ଣ୍ଣର" ଏବଂ "ଲୋକନାୟକ…