ଖଇର କାଠ ସହ ମିନି ଟ୍ରକ୍ ଜବତ କଲା ପଦ୍ମପୁର ବନବିଭାଗ ।
ପଦ୍ମପୁର :- ଚୋରା ଚାଲାଣ ହେଉଥିବା ଖଇର କାଠ ସହ ମିନି ଟ୍ରକ୍ କୁ ଜବତ କରିଛି ପଦ୍ମପୁର ବନବିଭାଗ । କୌଣସି ସୂତ୍ରରୁ ଖବର ପାଇ ପଦ୍ମପୁର ବନ ବିଭାଗ ପକ୍ଷରୁ ଗାଇସିଲେଟ ଥାନା ଅନ୍ତର୍ଗତ ଭୋଇପାଲି ଗ୍ରାମ ନିକଟରେ ଚଢାଉ କରି ୨୨.୮୫ କ୍ୱିଣ୍ଟାଲ ଖଇର କାଠ ସହ ଏକ ଟାଟା ୪୦୭ ଟ୍ରକ୍ ନଂ (ଓ. ଆର୍.…