ଗଞ୍ଜାମ୍ ପ୍ରସିଦ୍ଧ କୁଲାଡ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲାଡ଼ରେ ହେବାକୁ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ଆଜି ଗୁରୁବାର ୧୨ ତାରିଖ ୨୦୨୫ ଦିନ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ…

ସାମ୍ବାଦିକ ଙ୍କୁ ଧମକ ଦେବା ଘଟଣା ରେ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶ୍ନ ହେବାରୁ ଚିହିଁକି ଉଠିଲେ ବରଗଡ ବିଧାୟକ I

"ସେ ଏତେ ବଡ଼ ସାମ୍ବାଦିକ ନୁହେଁ ଯେ ମୁଁ ତାକୁ ଏଭଳି ଧମକ ଦେବି ବୋଲି କହି ସେହି ସାମ୍ବାଦିକ କେବେଳ ଜଣଙ୍କ ର ହିଁ ଖବର ଲେଖେ I ତାର ଇତିହାସ ଆପଣ ମାନେ ତଦାରଖ କରନ୍ତୁ " ସମ୍ବଲପୁର,୧୨/୦୬(ଲିପନ ନାଏକ) : ବରଗଡ଼ ର ସାମ୍ବାଦିକ ନିରୋଜ ପାଣୀ ଙ୍କୁ ସର୍ବ ସାଧାରଣରେ ଗାଳିଗୁଲଜ କରି ଚପଲମାଲ…

ଖପ୍ରାଖୋଲ ରେ ବିକାଶ ବାହାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ

ଖପ୍ରାଖୋଲ ୧୨/୬ (ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବିକାଶ ବାହାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଡିଓ ବିବେକାନନ୍ଦ ଷଡଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଉପମୁଖ୍ୟ ମନ୍ତ୍ରୀ…

ରାସ୍ତା ପାଇଁ ଦାବି ଜଣାଇଲେ ୧୭ ଖଣ୍ଡ ମୈାଜାବାସୀ

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ସଦରଥାନା ଅନ୍ତର୍ଗତ ମାଳିସାହି, ଢେଙ୍କେଣା, ଖଣ୍ଡୁଗାଁ, ଚାହାଳୀ ପଞ୍ଚାୟତର ୧୭ ଖଣ୍ଡ ମୈାଜାବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଛନ୍ତି । ଏହା ସହିତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ…

ପ୍ରେମ ପାଇଁ ଜୀବନ ହାରିଲା ନାବାଳିକା

ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ମାଣ୍ଡୁକି ପଞ୍ଚାୟତ ସାଏଙ୍ଗ ଗ୍ରାମ ରୁ ଆସିଛି ଏକ ଅଭାବନୀୟ ଘଟଣା l ପ୍ରେମ ପାଇଁ ଆତ୍ମହତ୍ୟା କରିଛି ଜଣେ +୨ ନାବାଳିକା ଛାତ୍ରୀ, ସୂଚନା ମୁତାବକ ଏହି ଗ୍ରାମ ର ଅଜୟ ସ୍ୱାଇଁ ଓ ମାନସୀ ସ୍ୱାଇଁ ଙ୍କ ନାବାଳିକା ଝିଅ ରତନପୁର କଲେଜ ରେ +୨ ପାଠ…

କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଉଦଘାଟିତ ହେଲା।

           ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ।             ବାରମ୍ବାର ଉଦଘାଟନ ସମୟ ପରିବର୍ତ୍ତନ ଲାଗି ଲୋକେ ବିରକ୍ତ ସଭାରେ ଚେୟାର ଖାଲି।    କେନ୍ଦୁଝର,ତା୧୨/୬- ଆଜି ସ୍ଥାନୀୟ କାଳୀ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ବିକାଶ…

ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ

ଭୁବନେଶ୍ୱର, ୧୨/୦୬/୨୦୨୫: ପ୍ରତିବର୍ଷ ଜୁନ୍ ୧୨ ତାରିଖରେ ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ କରାଯାଏ। ଏହା ଶିଶୁ ଶ୍ରମିକ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱବ୍ୟାପୀ ଶିଶୁଙ୍କ ଅଧିକାର ପାଇଁ ପ୍ରଚାର କରିବା ପାଇଁ ଉତ୍ସର୍ଗୀକୃତ ଏକ ଦିବସ। ଜାତିସଂଘର ଏକ ସ୍ୱତନ୍ତ୍ର…

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି । ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ…

ବିଜେପି ସରକାର ବର୍ଷ ପୂର୍ତ୍ତୀ, ସଫଳତା ବଖାଣିଲେ ମନ୍ତ୍ରୀ

ନୟାଗଡ଼(ବିଶ୍ଵଜିତ ନାୟକ) :- ନୟାଗଡ଼ ସର୍କିଟ ହାଉସଠାରେ ଆଜି ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି ତାପସ କୁମାର ମାର୍ଥା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଦଶପଲ୍ଲାର ବିଜେପି ନେତା…

ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ମୃତ ସନ୍ତୋଷ ପରିଡାଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରିବେ

ଭୁବନେଶ୍ୱର/୧୨ ଜୁନ ୨୦୨୫: ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସନ୍ତୋଷ ପରିଡାଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।…