ଅପମିଶ୍ରିତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ରଥର ଶୁଭାରମ୍ଭ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତା ମୁଖ୍ୟ ଅତିଥି ଭାବେ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ…

ଗୋଲଡେନ ଇଗଲ ପୁରସ୍କାର ପାଇଲେ ବିଶ୍ଵ କବି ଡ଼. ପ୍ରସନ୍ନ ଦଳେଇ

ବେଲଗୁଣ୍ଠା-:-(ଶିବରାମ ଚୌଧୁରୀ )--:କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅତି ନିପଟ ମଫସଲ ଗାଁ ନନ୍ଦିଆ ଗଡ଼ ରୁ ଜନ୍ମିତଡ଼. ପ୍ରସନ୍ନ ଦଳେଇ ଙ୍କୁ ତାଙ୍କର ଇଂରାଜୀ ସାହିତ୍ୟରେ ଅତୁଳନୀୟ ଅବଦାନ ପାଇଁ ସମ୍ମାନଜନକ ଗୋଲଡ଼େନ ଇଗଲ ପୁରସ୍କାର ବର୍ଷ 2025 ପାଇଁ ପ୍ରଦାନ କରାଯାଇଛି। ଏହି…

ଆଦ୍ଵିକା-କିଶୋରୀ କାର୍ଯ୍ୟକ୍ରମ ମାଧ୍ୟମରେ ରଜ ଉତ୍ସବ ପାଳିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣପୁର ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପରିସରରେ ଆଦ୍ଵିକା-କିଶୋରୀ ରଜ ଉତ୍ସବ ପାଳିତ ହୋଇ ଯାଇଛି । ସୁଭଦ୍ରା ଯୋଜନା ମଧ୍ୟମରର ଶିଶୁ ମାନଙ୍କ ମାନସିକ, ବୌଦ୍ଧିକ, ଖେଳ, ନୃତ୍ୟ, ସଂଙ୍ଗିତ, ପୋଷଣ ଉନ୍ନତି ନିମନ୍ତେ ସଚେତନତା ତଥା ପ୍ରସାର ନିମନ୍ତେ…

ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର, ଜୁନ ୧୪: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ପକ୍ଷରୁ ଶୁକ୍ରବାର ରଜ ପିଠା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୮ବର୍ଷରୁ ଉଦ୍ଧ୍ୱର୍ ଝିଅ ଓ ମହିଳାମାନେ…

କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାରେ ଲାଗିବ ୧ ଲକ୍ଷରୁ ଅଧିକ ଗଛ

ଭୁବନେଶ୍ୱର, ୧୪/୦୬/୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ବିଶ୍ୱ ପରିବେଶ ଦିବସ ୨୦୨୫ ଅବସରରେ ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ "ମୋ ଗଛ ମୋ ପରିବାର" ନାମକ ଏକ ମେଗା ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ଦୁଇ ଜିଲ୍ଲାରେ ୧,୦୦,୦୦୦ରୁ…

ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

ମୁମ୍ବାଇ: ଭାରତର ୧ ନମ୍ବର ଡାକ୍ତରଙ୍କ ଦ୍ୱାରା ସୁପାରିଶ କରାଯାଉଥିବା ଶିଶୁ ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ପିତୃ ଦିବସ ପାଳନ କରିବାକୁ ଯାଇ ଏକ ହୃଦୟସ୍ପର୍ଶୀ ଡିଭିସି ଫିଲ୍ମ ଉନ୍ମୋଚନ କରିଛି । ଲୋକପି୍ରୟ କନ୍ନଡ ଗୀତ ‘ଆଇ ଲଭ୍ ୟୁ ଆପ୍ପା’ରୁ ପ୍ରେରଣା ଲାଭକରି ଏହି ପ୍ରଚାର…

ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ନୂତନ ସାଟେଲାଇଟ୍ ହସ୍ପିଟାଲକୁ ସମର୍ଥନ କରିବା ସହିତ ସାମ୍ପ୍ରଦାଇକ…

ଝାରସୁଗୁଡା, ଓଡିଶା, ଜୁନ୍ ୧୩, ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡାର ପୁରୁଣା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (ଡିଏଚଏଚ)ର ବ୍ୟାପକ ନବୀକରଣକୁ ସମର୍ଥନ କରିଛି, ଯାହାକୁ ଚଳିତ ସପ୍ତାହରେ ଅନେକ ଜନପ୍ରତିନିଧି ଏବଂ ସମ୍ପ୍ରଦାୟ ସଦସ୍ୟମାନଙ୍କ…

ଉତ୍କଳ ଆଲୁମିନା ପକ୍ଷରୁ ବହୁ ସୁବିଧା ବିଶିଷ୍ଟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

 ରାୟଗଡା ରୁ ବୈକୁଣ୍ଠ ଦୁରିଆ ; ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପ ତରଫରୁ ବହୁ ସୁବିଧା ବିଶିଷ୍ଟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଆଲୁମିନା ବାଫଲିମାଳି ଖଣି ପରିସର ଠାରୁ 7 କିମି…

“ସରକାର ନଦୀ ସଂକ୍ରାନ୍ତରେ ଏକ ଶ୍ୱେତ ପତ୍ର ସହିତ ନଦୀ ନୀତି ଆଣନ୍ତୁ |”

ନଦୀଗୁଡିକର ସ୍ୱାସ୍ଥ୍ୟ ଠିକ ନରହିଲେ ଓଡ଼ିଶାର ସ୍ୱାସ୍ଥ୍ୟ ଠିକ ରହିବ ନାହିଁ - ରାଜେନ୍ଦ୍ର ସିଂ ଜଳ ମାନବ ଡ଼ଃ. ରାଜେନ୍ଦ୍ର ସିଂ ଭୁବନେଶ୍ୱର:ମହାନଦୀ ବଞ୍ଚାଓ ଆନ୍ଦୋଳନ ଓ ଓଡିଶା ନଦୀ ସୁରକ୍ଷା ସମିତି ତରଫରୁ ଆଜି ଭୁବନେଶ୍ୱରଠାରେ ଓଡିଶା ନଦୀ ସୁରକ୍ଷା ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି…

ଅଶୋକ ଙ୍କ ଛତ୍ର ଛାୟାରେ ରେଡ୍ଡୀ ଙ୍କ ଜିମ୍ନାଷ୍ଟିକ୍ ସାମ୍ରାଜ୍ୟ ।

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଦ୍ଵାରା ଓଡିଶାରେ ନିର୍ମିତ ୪ ଟି ଜିମ୍ନାଷ୍ଟିକ୍ ସେଣ୍ଟର୍। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ରେ ଜିମ୍ନାଷ୍ଟିକ୍ ଉଚ୍ଚ କ୍ଷମତା ସମ୍ପନ୍ନ କେନ୍ଦ୍ର ଚାଲିଥିଲାବେଳେ ପୁରୀ, ରାଉରକେଲା ଓ ଜୟପୁରରେ ରହିଛି ତୃଣମୂଳ ଜିମ୍ନାଷ୍ଟିକ୍ ପ୍ରଶିକ୍ଷଣ କେନ୍ଦ୍ର। ଏହି ସବୁ…