ରାୟଗଡ଼ା ଜିଲ୍ଲା ସିଆରପି ସିଏମ ଆସୋସିଏସନ୍ ର ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ
ରାୟଗଡ଼ା ରୁ ବୈକୁଣ୍ଠ ଦୁରିଆ -ଭାରତୀୟ ମଜଦୂର ସଂଘ ଦ୍ବାରା ପରିଚାଳିତ ଅଲ୍ ଓଡିଶା ସିଆରପି ସିଏମ ଆସୋସିଏସନ୍ ରାୟଗଡା ଜିଲ୍ଲାର ଏକ ସାଧାରଣ ସଭା ରାୟଗଡ଼ା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ମୁଖ୍ଯ ଅତିଥି ରୁପେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ଯ…