ବିଧାୟିକା ଙ୍କ ହସ୍ତକ୍ଷେପ ପରେ ହଟିଲା ରାସ୍ତା ଅବରୋଧ।
ହେବନି ଜବର ଦଖଲ ଉଚ୍ଛେଦ :- ବିଧାୟିକା ବର୍ଷା
ପଦ୍ମପୁର :- ପାଇକମାଲ - ଝାରବନ୍ଧ ରାସ୍ତା ସଂପ୍ରସାରଣ ପାଇଁ ପ୍ରଶାସନ ତରଫରୁ ଜବର ଦଖଲ ଉଚ୍ଛେଦ ପାଇଁ ନୋଟିସ ଜାରି କରା ଯାଇଥିଲା। ପରେ ସଡକ ପଡା ବାସୀ ବର୍ଷା ସମୟରେ ଉଚ୍ଛେଦ ନ କରିବା ପାଇଁ ପ୍ରଶାସନ କୁ ଅନୁରୋଧ କରିଥିଲେ ହେଁ ପ୍ରଶାସନ ଶୁଣି…