ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) ସ୍ଥାନୀୟ କନକ ମଞ୍ଜରୀ କଲ୍ୟାଣ ମଣ୍ଡପ ଠାରେ, ବିଜେପି ର ମଣ୍ଡଳ ସ୍ତରୀୟ କର୍ମ ଶାଳା ଅନୁଷ୍ଠିତ ହୋଇଯାଇଅଛି।ଏ ଅଵସରରେ ବିକଶିତ ଭାରତ ଅମୃତ କାଳ ସେବା , ସୁଶାସନ ଏବଂ ଗରୀବ କଲ୍ୟାଣ ରେ,କେନ୍ଦ୍ରର ୧୧ବର୍ଷ ଓ ରାଜ୍ୟର ୧ ବର୍ଷ ପୂର୍ତ୍ତି କୁ ନେଇ ଏକ ବୈଠକ ଆୟୋଜନ କରାଯାଉଥିବା ବେଳେ, ଆଜି ର ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଥିଲେ, ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ , ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅନୀଲ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଭା୍ରତୀ ବେହେରା , ଖଲ୍ଲିକୋଟ ମଣ୍ଡଳ ଉପ ସଭାପତି ମୁଖ୍ୟ ବକ୍ତା ଶ୍ରୀ ସମ୍ୟକାନ୍ତ ପଣ୍ଡା ଓରଫ୍ ହାପି
ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ଥିବା ବେଳେ, ବିଭିନ୍ନ ପଞ୍ଚାୟତ ର ତଥା ଏନ୍ ଏ ସି ର ନେତା , ନେତ୍ରୀ,ଓ କର୍ମୀ ମାନଙ୍କ ମଧ୍ୟରେ ଥିଲେ, କାହ୍ନୁ ଚରଣ ସେଠୀ, ପାଣ୍ଡବ ପାତ୍ର, ସିମାଞ୍ଚଳ ବେହେରା,ରବିନ୍ଦ୍ର ଲେଙ୍କା, ଦରମା ପଲେଇ, ଲକ୍ଷ୍ମୀ କାନ୍ତ ମହାପାତ୍ର ,କାଜଲ ପାହାନ,ଅଜୟ ରାଉତ, ସୋମନାଥ ମହାରଣା ଙ୍କ ସମେତ ଅନ୍ୟାନ୍ୟ ଜନସାଧାରଣ ମାନେ ଥିଲେ ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Prev Post