ମୁଖ୍ୟ ଶାସନ ସଚିବଙ୍କ ଆଦେଶ ପାଣିର ଗାର, ମାନିବାକୁ ନାରାଜ ଅଧିକାରୀ

ଭୁବନେଶ୍ୱର : ରାଜ୍ୟର ମୁଖ୍ୟ ଶାସନ ସଚିବ ଗତ ବର୍ଷ ତା ୧୧.୧୧.୨୦୨୪ ରିଖରେ ସମସ୍ତ ବିଭାଗର ସଚିବ ଓ ଜିଲ୍ଲାପାଳ ମାନଙ୍କୁ ବଦଳି ନିର୍ଦ୍ଦେଶନାମା ପାଇଁ ଅନୁଚିତ ପ୍ରଭାବ ନପକେଇବା ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଜଣେଇଦେବା ନିମନ୍ତେ ଚିଠି ସଂଖ୍ୟା ୩୩୯୩୯ ରେ ଅନୁରୋଧ କରିଥିଲେ…

୫ଜି ଡାଉନଲୋଡ୍ ସ୍ପିଡ୍‌ରେ ଜିଓ ସବୁଠାରୁ ଦ୍ରୁତତମ: ଓକଲା ରିପୋର୍ଟ

- ଜିଓର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୨୫୮ ଏମବିପିଏସ - ୨୦୫ ଏମବିପିଏସ ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ସହିତ ଏୟାରଟେଲ୍ ଦ୍ୱିତୀୟ ସ୍ଥାନରେ   ନୂଆଦିଲ୍ଲୀ, ୨ ଏପ୍ରିଲ୍, ୨୦୨୫: ରିଲାଏନ୍ସ ଜିଓ ପୁଣିଥରେ ୫ଜି ଡାଉନଲୋଡ୍ ସ୍ପିଡ୍ ଦୌଡ଼ରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ…

ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ତା:୦୧-୦୪-୨୯୨୫ରିଖ ଦିନ ଗୁଣପୁର ଠାରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ ହୋଇ ଯାଇଛି । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସକାଳୁ ଏକ ଶୋଭାଯାତ୍ରା ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ର ଠାରୁ ଆରମ୍ଭ କରାଯାଇ ସହର ପରିକ୍ରମା…

ମା ମୁତ୍ୟାଲୁମା ଙ୍କ ୨୬ତମ ଶୀତଳ ଚୈତ୍ର ଯାତ୍ରା ପାଇଁ ଶୁଭ ଦିଆଗଲା

ଚଳିତ ମାସ ୧୦,୧୨ ଓ ୧୨ ତାରିଖରୁ ଚୈତ୍ର ଯାତ୍ରା ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ରାୟଗଡା ଜିଲ୍ଲା ଗୁଣୁପୁରସ୍ଥିତ ଅଧିଷ୍ଠିତା ଦେବୀ ମା ମୁତ୍ୟାଲୁମା ଙ୍କ ୨୬ତମ ଶୀତଳ ଚୈତ୍ର ଯାତ୍ରା ପାଇଁ ଆଜି ଶୁଭ ଦିଆଗଲା/ ଏହି ପୂଜା କାର୍ଯ୍ୟକୁ କମିଟିର ସଭାପତି ଟି ଗୋପାଳ ରାଓ ଅଧ୍ୟକ୍ଷତା…

ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲର ନୂଆ କ୍ୟାମ୍ପସ ଉଦଘାଟିତ।

ପଦ୍ମପୁର:- ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲର ନୂଆ କ୍ୟାମ୍ପସ ଖୁଣ୍ଟପାଲିରେ ଆଜି ୭ ଘଟିକା ସମୟରେ ଉଦ୍ଘାଟିତ ହୋଇଛି । ଅପରାହ୍ଣ ୫ ଘଟିକା ସମୟରୁ ଅତି ସୁନ୍ଦର ଭାବରେ ଅତିଥି, ଶିକ୍ଷକ, ଅଭିଭାବକ ,ଦାଦା ଦାଦି ଙ୍କୁ ନେଇ ଖୁଣ୍ଟପାଲି ଗାଁର ମନ୍ଦିରରୁ ସ୍କୁଲ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ…

ଉଚ୍ଚପ୍ରାଥମିକ ବିଦ୍ୟାଳୟ ପୋଡ଼ାପାଡ଼ି ର ପ୍ରବେଶ ଉତ୍ସବ ପାଳିତ ହେଇଯାଇଛି

                 କାଶୀପୁର ରୁ ବୈକୁଣ୍ଠ ଦୁରିଆ :- ରାୟଗଡା ଜ଼ିଲ୍ଲା  କାଶୀପୁର ବ୍ଲକ ଅନ୍ତର୍ଗତ ପୋଡ଼ାପାଡ଼ି ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋଡ଼ାପାଡ଼ି ଠାରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ ପରିପେକ୍ଷୀରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପ୍ରାଥମିକ…

ଓଡିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଦିବସ

ରାୟଗଡ -ଓଡିଆ ପକ୍ଷ ପାଳନ ଅବସରରେ ତା.୦୨.୦୪.୨୦୨୫ ରିଖ ବୁଧବାର କୁ ଖଡିଛୁଆଁ ଦିବସ ପାଳନ ନିମନ୍ତେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପତ୍ର ସଂଖ୍ୟା. ୨୦୬୧, ତା ୨୮.୦୩.୨୦୨୫ ରିଖ ନିର୍ଦେଶନାମାନୁଯାୟୀ ରାୟଗଡ଼ ଜିଲ୍ଲାର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ରାୟଗଡ଼ ଠାରେ…

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ” ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ “୨୦୨୫

ନବରଙ୍ଗପୁର ତା:୨.୪.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ: ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଆଜି ଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଶିଶୁ ବାଟିକା ର ଶୁଭାରମ୍ଭ ସହ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଅଛି। ଏହି ପରିପେକ୍ଷି ରେ ଆଜି ସକାଳ…

ଶ୍ରୀମତୀ ସାଗରିକା ରଏ ଏବଂ ସ୍ବର୍ଗତ ଡ଼ଃ ସମୀର କୁମାର ରଏଙ୍କର ନିଆରା ପ୍ରେମ କାହାଣୀ |

  ରାୟଗଡ : ସ୍ବର୍ଗତ ଡ଼ଃ ସମୀର କୁମାର ରଏ ଜଣେ ବେଙ୍ଗଲୀ ଡାକ୍ତର l ସେ ବିଷମକଟକରେ ନିଜର କର୍ମକ୍ଷେତ୍ର ରହିଥିବା ବେଳେ ସେ ମୁନିଗୁଡାରେ ରହୁଥିଲେ l ସ୍ବର୍ଗତ ଡ଼ଃ ରଏଙ୍କର ୨୦୨୩ ମସିହାରେ ମୃତ୍ୟୁ ଘଟିଥିଲା । ସ୍ବର୍ଗତ ଡ଼ଃ ରଏଙ୍କର ମୃତ୍ୟୁ ପରେ ତାଙ୍କ ପତ୍ନୀ ଏବଂ ଦୁଇ ପିଲା ବହୁତ ଏକୁଟିଆ…

ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ଶୈବ ମହାଯଜ୍ଞ

ବାଲୁଗାଁ:(ସେକ କୌସର):ଚିଲିକା ବ୍ଲକ ବଡ଼କୁଳ ପଞ୍ଚୟତ ଅନ୍ତର୍ଗତ ସୁବୁଦ୍ଧିପାଟଣା ସ୍ଥିତ ଶ୍ରୀ ଶ୍ରୀ ଜଗତେଶ୍ୱର ଦେବଙ୍କ ପୀଠରେ ତ୍ରିଦିନାତ୍ମକ ବିଶ୍ୱଶାନ୍ତି ଶୈବ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ଚାରି ଦିନ ବ୍ୟାପି ଶୈବ ମହାଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ରବିବାର…