ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ୨୦୨୫: ସାମାନ୍ୟ ସତର୍କତା ଆମକୁ କରିବ ବିପଦମୁକ୍ତ
ଓଡ଼ଗାଁ, ୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୁପ୍ତ ଅଯୋଧ୍ୟାର ଅଧିଶ୍ବର ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରା ଚଳିତ ମାସ ୬ ତାରିଖ ଠାରୁ ନବଦିନ ସନ୍ଧ୍ୟାବେଶ ୧୦ ଦିନ ଧରି ଅନୁଷ୍ଠିତ ହେବ। ଓଡ଼ିଶାର ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ଅନନ୍ୟ ବିଷ୍ଣୁ…