ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନରଙ୍କ ନିମନ୍ତେ ଦିଗ୍ଦର୍ଶନ କାର୍ଯ୍ୟକ୍ରମ
ପାରମ୍ପରିକ ଚିନ୍ତାଧାରା ଠାରୁ ଆଗକୁ ବଢ଼ିବାକୁ ପଡିବ: ଶ୍ରୀମତୀ ଉଷା ପାଢୀ
ଭୁବନେଶ୍ବର ୨୪ ଜୁନ୍ ୨୦୨୫;- ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନରଙ୍କ ନିମନ୍ତେ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା, କନ୍ଫରେନ୍ସ ହଲ୍ରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏହି ଦିଗ୍ଦର୍ଶନ…