ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବାଲୁଗାଁ:(ସେକ କୌସର): ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଗୋପବନ୍ଧୁ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିହର ସ୍ବାଇଁଙ୍କୁ ସୋମବାର ପୂର୍ବାହ୍ନରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଆୟୋଜିତ ସେବା ନିବୃତ ସମ୍ବର୍ଦ୍ଧନା ସଭାରେ ଏବିଇଓ ନୀଳାଦ୍ରି ଭୂଷଣ…