ଲାଉମୁଣ୍ଡା ରେ ପିଏମ୍‌ଶ୍ରୀ ହାଇସ୍କୁଲର ବାର୍ଷିକୋତ୍ସବ

 ବିଜେପୁର :-ବିଜେପୁର ବ୍ଳକ ଲାରମୁଣ୍ଡା ପିଏମ୍‌ଶ୍ରୀ ନୋଡାଲ ଉଚ୍ଚବିଦ୍ୟାଳୟର ବାର୍ଷିକୋତ୍ସବ ଓ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଛି l ପ୍ରଧାନଶିକ୍ଷକ ଯଯାତି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବିଜେପୁର ବିଧାୟକ ସନତ କୁମାର ଗଡ଼ଡିଆ, ସମ୍ମାନିତ ଅତିଥି ଭାବରେ ବିଡିଓ…

ଲୁଟେରାଙ୍କ ଗୁଳିମାଡ଼ରେ ଯୁବକ ଗୁରୁତର

ସୁବର୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ର କଲେଜ ଛକ ରାସ୍ତାରେ ଲୁଟେରାଙ୍କ ଗୁଳିମାଡରେ ଯୁବକ ଗୁରୁତର।ସୂଚନା ଅନୁଯାଇ ବାଇକ ଯୋଗେ ଯାଉଥିବା ସଞ୍ଜୟ ସେଠି ଓ ଧୀରେନ ଭୋଇ ଙ୍କୁ ଅନ୍ୟ ଏକ ବାଇକ ରେ ଦୁଇଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖlଇ ଲୁଟ…

ତରୁଣକାନ୍ତି ମିଶ୍ର ପାଇବେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’

- ବାବାଜୀ ଚରଣ ପଟ୍ଟନାୟକ, ମମତା ଦାଶ, ଶରତ ଚନ୍ଦ୍ର ଶତପଥୀ, ରମେଶ ପତ୍ରୀ, ହରିହର ଶୁକ୍ଳ ଓ ନାରାୟଣ ଶତପଥୀଙ୍କୁ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ ଭୁବନେଶ୍ବର,୧୭ା୪: ବହୁଳ ପ୍ରସାରିତ ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…

ବିଜୁଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ

ଅସ୍ତରଙ୍ଗ: ପ୍ରବାଦ ପୁରୁଷ ତଥା ଏଣ୍ଡୋନୋଷିଆର ଭୂମି ପୁତ୍ର ବିଜୁ ପଟ୍ଟନାୟକ ଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଗୁରୁବାର ଦିନ ଅସ୍ତରଙ୍ଗ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଜାଇ ଅଛି । ପ୍ରାରମ୍ଭରେ,ବିଜୁ ଜନତା ଦଳର କର୍ମୀ ମାନେ,ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ…

ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଛି ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୮ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ ନେତା ଓ କର୍ମୀ ମହେନ୍ଦ୍ର ତନୟା…

ଗଜପତି ଜିଲ୍ଲା ଭାଜପା ପକ୍ଷରୁ ସକ୍ରିୟ ସଦସ୍ୟ ସମ୍ମିଳନୀ ଆୟୋଜିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭରତୀୟ ଜନତା ପାର୍ଟି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପକ୍ଷରୁ ସ୍ଥାନୀୟ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ସକ୍ରିୟ ସଦସ୍ୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଜିଲ୍ଲା ସଭାପତି ନବକିଶୋର ଶବରଙ୍କ ସଭାପତିତ୍ବ ରେ ଆୟୋଜିତ ଏହି…

ଭଞ୍ଜନଗର ରେ ଭାରତିୟ ଜନତା ପାର୍ଟିର ସକ୍ରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଭାଜପାର ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆଜି ଗୁରୁବାର ୧୭ ଏପ୍ରିଲ୍ ୨୦୨୫ ତାରିଖ ରେ ଭଞ୍ଜନଗର ଜଳସମ୍ପଦ ବିଭାଗର ଡାଖ ବଂଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି…

ତୃପ୍ତି କିଆର ନୂତନ କିଆ ଶୋ’ରୁମ୍ ଉଦ୍ଘାଟିତ

ଭୁବନେଶ୍ୱର: ଆଜି ୧୭ ଏପ୍ରିଲ ୨୦୨୫ରେ, ପୁରୀ ବାଇ ପାସ୍ ରୋଡ୍, ଭୁବନେଶ୍ୱର (ଶିରିଡି ସାଇ ମନ୍ଦିର ଛକ ନିକଟରେ) ଠାରେ ତୃପ୍ତି କିଆର ନୂତନ କିଆ ଶୋ’ରୁମ୍ ଉଦ୍ଘାଟିତ ହୋଇଯାଇଛି । ଏହା ରାଜଧାନୀ ଭୁବନେଶ୍ୱରରେ ତୃପ୍ତି କିଆର ଦ୍ୱିତୀୟ ଆଉଟଲେଟ୍, ଯାହା ମୁଖ୍ୟତଃ ପୁରୁଣା ଭୁବନେଶ୍ୱର ଏବଂ ପୁରୀର…

ଉତ୍କଳ ଆଲୁମିନା ପକ୍ଷରୁ ସିଏସଆର ମେଳା ଉଦଘାଟିତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ତିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏକ ସହଯୋଗୀ କମ୍ପାନୀ ତରଫରୁ ସିଏସଆର ମେଳା ଉଦ୍ଘାଟିତ ହୋଯାଇଅଛି । କମ୍ପାନୀ ପାର୍ଶ୍ୱସ୍ଥ ହସ୍ତକଳା କାରିଗର ଓ ଉଦ୍ୟମିଙ୍କୁ ଉନ୍ନତ…

ରାଉରକେଲା ବିଜେଡି ତରଫରୁ ବିଜୁବାବୁଙ୍କ ୨୮ ତମ ତିରୋଧାନ ଦିବସ ପାଳିତ l

ରାଉରକେଲା,(ବସନ୍ତ କୁମାର ଜେନା) : ପୂର୍ବ ସୂଚୀ ଅନୁଯାଇ ପ୍ରତିବର୍ଷ ପରି ଚଳିତ ବର୍ଷ ରାଉରକେଲା ବିଜୁ ଜନତା ଦଳ ଅନୁକୂଲ୍ୟରେ,ପ୍ରବାଦ ପୁରୁଷ,ମହାନ ଦେଶପ୍ରେମୀ,ବିପ୍ଳବୀ ଯୋଦ୍ଧା ତଥା ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ,ଆଧୁନିକ ଓଡିଶା ନିର୍ମାତା ବିଜୁ ବାବୁ ଙ୍କର ୨୮ତମ ତିରୋଧାନ…