ଓଡ଼ିଆ ସପ୍ତାହ ପାଳିତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ): ଓଡ଼ିଆ ଭାଷା ଓ ଲିପିର ସମୃଦ୍ଧି ତଥା ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରିକ କାର୍ଯ୍ୟ ସମ୍ପାଦନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଓଡ଼ିଆ ସପ୍ତାହ ପାଳିତ ହୋଇଯାଇଛି । ଏହି…

ଡାକ୍ତରଖାନା ୱାର୍ଡ଼ରେ ଚାଲିଛି ବାର୍ଥଡ଼େ ପାଟି, ରୋଗୀ ସେବା….

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ରେ ରୁଗୀ ସେବା ବଦଳରେ ଚାଲିଛି ବାର୍ଥଡେ ପାଟି l ରୋଗୀ ସେବା ବଦଳ ରେ ଚାଲିଛି ମୋଜ ମଜଲିସ୍ l ୱାର୍ଡ଼ ରେ ଚାଲିଛି ଜନ୍ମ ଦିନ ପାଟି l ହସ୍ପିଟାଲ ୱାର୍ଡ଼ ରେ ବେଲୁନ୍ ରେ…

ବାଲୁଗାଁ: ଟ୍ରେନ ସମ୍ମୁଖରେ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ବାଲୁଗାଁ:(ସେକ କୌସର):ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ଠାରେ ଜଣେ ମହିଳା ଟ୍ରେନ ସମ୍ମୁଖରେ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ନିରାକାରପୁର ଜିଆରପି ସୂଚନା ଅନୁଯାୟୀ, ଆଜି ବଡ଼ି ଭୋରରେ ବାଲୁଗାଁ ରେଳ ଷ୍ଟେସନ ଅନ୍ତର୍ଗତ ତିନି ନମ୍ବର ଟ୍ରାକରେ ଜଣେ…

ଓଡ଼ଗାଁ କପ ବ୍ୟାଡ଼ମିଣ୍ଟନ -୨୦୨୫ ଉଦଘାଟିତ

୧୯ ବର୍ଷ କମ ବର୍ଗରେ ମୃତ୍ୟୁଞ୍ଜୟ-ରାକେଶ ଯୋଡ଼ି ଚମ୍ପିଆନ ଓଡ଼ଗାଁ,୧୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଵିଜୁ ପଟ୍ଟନାୟକ ଇନ ଡୋର ଷ୍ଟାଡିୟମରେ ଓଡଗାଁ କପ୍ ବ୍ୟାଡ଼ମିଣ୍ଟନ ୨୦୨୫ ଶନିବାର ଉଦଘାଟିତ ହୋଇଛି।ଏଥିରେ ୧୯ ବର୍ଷରୁ କମ୍ ୧୪ ଯୋଡ଼ି ଅଂଶଗ୍ରହଣ କରିଥିବା ବେଳେ…

ବଲାଙ୍ଗିର ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଡବଲ ଇଞ୍ଜିନ ସରକାରର ଡବଲ ଧମାକା ।

ବଲାଙ୍ଗିର: ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲାର ଟିଟଲାଗଡ ଓ ପାଟଣାଗଡ ସବଡିଭିଜନରେ କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କଲେ ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । ଟିଟିଲାଗଡ ଓ ପାଟଣାଗଡ ଅଞ୍ଚଳର ଜନସାଧାରଣ ମାନେ ପାରମ୍ପରିକ ନୃତ୍ୟ, ଗୀତ, ଓ ବାଦ୍ୟରେ…

ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି

ଭୁବନେଶ୍ୱର, ୧୯.୪ : ଓଡ଼ିଶା ସାମ୍ବାଦିକ ଜଗତରେ ସୁପରିଚିତ, ନିଷ୍ଠାବାନ ବ୍ୟକ୍ତିତ୍ୱ ଓ ସଚ୍ଚୋଟ ସାମ୍ବାଦିକ ରତିକାନ୍ତ ମହାନ୍ତି ଆଉ ଇହଜଗତରେ ନାହାଁନ୍ତି । ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ମହାନ୍ତି ଗତ କିଛିବର୍ଷ ଧରି କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ…

ଜିଲ୍ଲାସ୍ତରୀୟ ପୋଷଣ ପଖୱାଡା-୨୦୨୫ ପାଳିତ

ଜଗତସିଂହପୁର, ତା ୧୯.୦୪.୨୦୨୫;ସୁମନ୍ତ କୁମାର ଦାସ: ଆଜି ଜିଲ୍ଲାସ୍ତରୀୟ ପୋଷଣ ପଖୱାଡା-୨୦୨୫ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ, ଶ୍ରୀମତୀ…

ବୁଦ୍ଧିମତା ଓ ବୁଝମଣା ଦ୍ୱାରା ହିଁ ବିଶ୍ୱରେ ଶାନ୍ତି ବଜାୟ ରଖାଯାଇପାରିବ: ସ୍ପେନ୍ ରାଷ୍ଟ୍ରଦୂତ

ଭୁବନେଶ୍ୱର , ଏପ୍ରିଲ ୧୯: ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ବୁଦ୍ଧିମତା ଓ ଉତମ ବୁଝାମଣାର ଆବଶ୍ୟକତା ରହିଛି । ଶାନ୍ତି ବଜାୟ ରଖିବା ନିମନ୍ତେ ପ୍ରକୃତ ବୁଝାମଣା, ବୁଦ୍ଧିମତା ଏବଂ ଉତମ ପରିଚାଳନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ପେନ୍‌ର ରାଷ୍ଟ୍ରଦୂତ ମହାମହିମ ଜୁଆନ୍…

କେନ୍ଦ୍ରୀୟ ବିଦ୍ୟାଳୟ ଟିଟିଲାଗଡ଼ ଓ ପାଟଣାଗଡ଼ର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ଏବଂ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ

ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପ୍ରାୟ ୧୨୦ କୋଟିରୁ ଅଧିକ ଟଙ୍କାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି - ଧର୍ମେନ୍ଦ୍ର ପ୍ରଧାନ • ବଲାଙ୍ଗିର ଜିଲ୍ଲାକୁ ଟିଟିଲାଗଡ଼ ଓ ପାଟଣାଗଡ଼ରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ • ବଲାଙ୍ଗିରରେ ଦୁଇ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୬୦…

ଧଣ୍ଡାମୁଣ୍ଡା ଜବାହର ଲାଲ ଉଚ୍ଚ ବିଦ୍ୟାଳୟ ରେ ଅଭିଭାବକ, ଅଭିଭାବିକା ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟି ବୈଠକ

ଖପ୍ରାଖୋଲ ୧୯/୪(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଜବାହର ଲାଲ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ଶିକ୍ଷା ର ଗୁଣାତ୍ମକ ବିକାଶ ପାଇଁ ହେଉଥିବା ପ୍ରୟାସ କୁ ନେଇ ଏକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି I ବୈଠକ ରେ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି…