କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ମିଳିତ ମଞ୍ଚ ପକ୍ଷରୁ ଧର୍ମଘଟ

2

ପାରଳାଖେମୁଣ୍ଡି / ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୁରୁଣା କୋର୍ଟ ଛକ ଠାରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ମିଳିତ ମଞ୍ଚ ପକ୍ଷରୁ ଧର୍ମଘଟ ତଥା ଭାରତ ବନ୍ଦ ଡାକରା ଦିଆଯାଇଛି।
ଏହି ଅବସରରେ ବିଭିନ୍ନ ସଂଗଠନ ର କେଦାର ଶବର , ଦଣ୍ଡପାଣି ର‌ଇତ , ନରସିଂହ ମାଳବିଷୋୟୀ ପ୍ରମୁଖ ନେତା ମାନଙ୍କ ନେତୃତ୍ୱରେ ୧୮ ଗୋଟି ଦାବି ନେଇ ପୁରୁଣା କୋର୍ଟ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପୂର୍ବକ ପୁରୁଣା ଫାଏର ଷ୍ଟେସନ୍ ଠାରେ ପହଞ୍ଚି ଥିଲେ। ସେଠାରେ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ନିଜର ନାର୍ଯ୍ୟ ଦାବି ରଖିଥିଲେ।

Leave A Reply

Your email address will not be published.