ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି

"ସଦାଶିବ ତ୍ରିପାଠୀଙ୍କ ଭଳି ନିଷ୍କଳଙ୍କ ରାଜନେତା ବିରଳ' ଭୁବନେଶ୍ୱର: ଡଃ ସଦାଶିବ ତ୍ରିପାଠୀଙ୍କ ଭଳି ଜଣେ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ, ନିଷ୍କଳଙ୍କ ଓ ଆଦର୍ଶ ରାଜନେତା ଓ ସଫଳ ପ୍ରଶାସକ ବିରଳ ବୋଲି ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ…

“ମିଛ କୁହ, ବାରମ୍ବାର କୁହ ଓ ବଡ଼ପାଟିକରି ମିଛ କୁହ, ମିଛ କହିବା ବିଜେପିର ଏକ ଅଭ୍ୟାସଗତ ବ୍ୟାଧି”

ଇଡି ଦ୍ୱାରା ନ୍ୟାସନାଲ ହେରାଲ୍ସ ମାମଲାର ଦାୟର କରାଯାଇଥିବା ଅଭିଯୋଗ ଫର୍ଦ୍ଦ ଅସତ୍ୟ : ମାମଲା ସଂପୂର୍ଣ୍ଣ ଭିତିହୀନ ଓ କପୋଳକଳ୍ପିତ –ଭୁପେଷ ବାଘେଲ ଭୁବନେଶ୍ଵର ତା. ୨୧.୪- ମିଛ କୁହ, ବାରମ୍ବାର କୁହ ଓ ବଡ଼ପାଟିକରି ମିଛ କୁହ, ମିଛ କହିବା ବିଜେପି ଦଳର ଏକ ଅଭ୍ୟାସଗତ ବ୍ୟାଧି  ।…

ରାଉରକେଲା ଏବଂ ବଣ୍ଡାମୁଣ୍ଡା ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ଟ୍ରେନ୍ ସେବାରେ ଅସ୍ଥାୟୀ…

ଭୁବନେଶ୍ୱର : ନିରାପତ୍ତା ବୃଦ୍ଧି ଏବଂ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତା ଅନୁଯାୟୀ, ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ରେଳ ମଣ୍ଡଳ ଏପ୍ରିଲ 21 ରୁ ଏପ୍ରିଲ 26, 2025 ପର୍ଯ୍ୟନ୍ତ ରାଉରକେଲା ଏବଂ ବଣ୍ଡାମୁଣ୍ଡା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା…

ଉତ୍ସର୍ଗ, ସତର୍କତା ଏବଂ ତ୍ୱରିତ କାର୍ଯ୍ୟ ପାଇଁ ପାଞ୍ଚ ଜଣ ରେଳ କର୍ମଚାରୀ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

ଭୁବନେଶ୍ୱର, 21.01.2025: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ପାଞ୍ଚ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର କର୍ତ୍ତବ୍ୟନିଷ୍ଠା, ସତର୍କତା ଏବଂ ଡ୍ୟୁଟି ସମୟରେ ତ୍ୱରିତ କାର୍ଯ୍ୟ ପାଇଁ ସମ୍ମାନିତ କରିଛନ୍ତି ଯାହା ଦ୍ୱାରା ନିରାପଦ ଟ୍ରେନ୍ ପରିଚାଳନା ସୁନିଶ୍ଚିତ…

ସୋଆ ଆଇବିସିଏସ୍ ପକ୍ଷରୁ ‘ବ୍ୟବସାୟର ସାମ୍ପ୍ରତିକ ଧାରା’କୁ ନେଇ କର୍ମଶାଳା

ଭୁବନେଶ୍ୱର , ଏପ୍ରିଲ ୨୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ବ୍ୟବସାୟର ବିଭିନ୍ନ ଦିଗକୁ ନେଇ ଏକ କର୍ମଶାଳା ନିକଟରେ ଆୟୋଜିତ ହୋଇଯାଇଛି । ‘ବ୍ୟବସାୟର ସାମ୍ପ୍ରତିକ ଧାରା’ ଶୀର୍ଷକ ଏହି କର୍ମଶାଳାରେ…

ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଭଞ୍ଜନଗରରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଆଜି ଅର୍ଥାତ୍ ମାସର ତୃତୀୟ ସୋମବାର ଏପ୍ରିଲ୍ ମାସ ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା,ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶ୍ରୀ…

ହଡ଼ପ ହୋଇଥିବା ଗୋଚର ଭୂମିର ପର୍ଦ୍ଦାଫାଶ ହେବ କେବେ ?

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ଅଞ୍ଚଳରେ କୋଡ଼ିଏ ହଜାର ପାଞ୍ଚ ଶହ ଏକର ଗୋଚର ଜମି ଥାଇ ମଧ୍ଯ ଘୁମୁସରୀ ଗୋପାଳକ କୁ , ଗାଈ ଗୋରୁଙ୍କ ଚାରଣ ପାଇଁ ଜମି ମିଳୁ ନାହିଁ । ଏହି ପରିପ୍ରେକ୍ଷୀରେ ଉକ୍ତ ଜମି ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ କବଜା ରେ ଅଛିତ, ଆଉ କିଛି ଗୋଚର ଭୂମିରେ…

ତରଭା ପଞ୍ଚାୟତ ସମିତି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାମପ୍ରସାଦ ସାହୁ…

ଅତିରିକ୍ତ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

ବରପାଲି :- ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କ ସମେତ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ…

ଐତିହାସିକ ଲବଣ ସତ୍ୟାଗ୍ରହ ପୀଠ ର ୯୫ ତମ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।

ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ କୁହୁଡି ଠାରେ ଆସନ୍ତା ମେ ୨୧ ତାରିଖ ଦିନ ପାଳିତ ହେବାକୁ ଥିବା,୯୫ ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ କୁହୁଡି ସ୍ଥିତ ଲବଣ ସତ୍ୟାଗ୍ରହ ସ୍ଵାମୀ ଜି ପୂର୍ଣାନନ୍ଦ ସ୍ମୃତି ବିଦ୍ୟାପୀଠ ଠାରେ…