ଶ୍ରାବଣ ମାସରେ ଶିବ ମନ୍ଦିରରେ କାଉଡିଆ ଙ୍କ ଭିଡ଼
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରମଳୀଙ୍ଗେଶ୍ୱର୍ ମନ୍ଦିର ରେ ଶ୍ରାବଣ ମାସରେ ଭକ୍ତଙ୍କ ସମାଗମ ସହ କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଛି। ଶ୍ରାବଣ ମାସ ରେ ଶିବଙ୍କୁ ଜଳ ଅଭିଷେକ କରିଲେ ମନ ସ୍କାମନା ପୁରାଣ ହୋଇଥାଏ…