ଆସନ୍ତା କାଲି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
ଭୁବନେଶ୍ୱର ତା. ୧୩.୭- ଫକୀରମୋହନ ସଂୟଶାସିତ ମହାବିଦ୍ୟାଳୟ (ବାଲେଶ୍ୱର) ର ଇଂଟିଗ୍ରେଟେଡ ବିଏଡ୍ ଦ୍ୱିତୀୟବର୍ଷ ଛାତ୍ରୀ ସୁଶ୍ରୀ ସୌମ୍ୟାଶ୍ରୀ ବିଶି ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତା ହୋଇ ମହାବିଦ୍ୟାଳୟର ଅଧ୍ୟକ୍ଷ, ସ୍ଥାନୀୟ ଥାନା ପ୍ରମୁଖଙ୍କ ପାଖରେ ନ୍ୟାୟଭିକ୍ଷା…