ନୂତନ ରାସନ୍ କାର୍ଡ ବିତରଣ କାର୍ଯ୍ୟକ୍ରମ।

ବାସୁଦେବପୁର -ବାସୁଦେବପୁର ରେ ନୂତନ ରାସନ୍ କାର୍ଡ ବିତରଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ନୀଳମଣି ଟାଉନ ହଲ ପରିସରରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା ବେଳେ ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ ହିତାଧିକାରୀ ଙ୍କୁ ନୂତନ କାର୍ଡ ପ୍ରଦାନ କରିଥିଲେ।…

ସତ୍ୟ ସନ୍ଧାନ ଅନୁଷ୍ଠାନ ପକ୍ଷ ରୁ ଶୁଖିଲା ଖାଦ୍ୟ ପଦାର୍ଥ ପ୍ରଦାନ।

 ବାସୁଦେବପୁର - ସତ୍ୟ ସନ୍ଧାନ ରେ ଅନୁଷ୍ଠାନ ପକ୍ଷ ରୁ ବାସୁଦେବପୁର ବାଲାଜୀ ବାସନ୍ତୀ ବୃଦ୍ଧା ଶ୍ରମ ରେ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଛି। ଶନିବାର ଦିନ ସତ୍ୟ ସନ୍ଧାନ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଅଜୟ ତ୍ରିପାଠୀ ଓ କୋଷାଧ୍ୟକ୍ଷ ପଦ୍ମ ଲୋଚନ ତିଆଡ଼ି ଆଶ୍ରମ ରେ ଉପସ୍ଥିତ ରହି ସୁଖ…

ବିଚ୍ ରାସ୍ତାରେ ନାବାଳୀକାକୁ ଜାଳିଦେଲେ ୩ ଦୁର୍ବୁତ୍ତ

ବଳଙ୍ଗା, ପୁରୀ ୧୯/୭: ବିଚ୍ ରାସ୍ତାରେ ନାବାଳୀକାକୁ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ କରିଛନ୍ତି ୩ ଦୁର୍ବୁତ୍ତ। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରାଥମିକ ଚିକିତ୍ସା ପରେ ପିଡ଼ୀତାଙ୍କୁ ଭୂବନେଶ୍ବର ଏମସ୍ ରେ…

ମହିଳା କମିଶନର କାର୍ଯ୍ୟାଳୟ ଆଗରେ ବିଜୁ
ମହିଳା ଜନତା ଦଳର ଧାରଣା

ରାଜ୍ୟରେ ମହିଳା ଓ ଶିଶୁମାନେ ଅସୁରକ୍ଷିତ ନାରୀ ନିର୍ଯାତନା ଓ ଦୁଷ୍କର୍ମ ଦିନକୁ ଦିନ ବଢ଼ିଚାଲିଛି ନାରୀଟିଏ ନ୍ୟାୟ ପାଇଁ କାହାର ଦ୍ୱାରସ୍ଥ ହେବ? ଭୁବନେଶ୍ୱର, ୧୯/୦୭/୨୦୨୫: ରାଜ୍ୟରେ ଦିନକୁ ଦିନ ମହିଳା ଓ ଶିଶୁମାନେ ଅସୁରକ୍ଷିତ ମନେକରିବା ସହିତ ନିର୍ଯାତନା ଓ…

ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ

ଆଶୀର୍ବାଦ ଶୁଦ୍ଧ ଚକ୍କି ଅଟ୍ଟାରୁ ପ୍ରସ୍ତୁତ ଏବଂ ଡିଜିଟାଲ ପଦ୍ଧତିରେ ୩୦,୦୦୦ରୁ ଅଧିକ ପ୍ରସାଦ ଯୋଗାଣ କରିଥିଲା, ଏକ ଗଭୀର ଆଧ୍ୟାତ୍ମିକ ଯାତ୍ରା ଭାବଧାରା ସୃଷ୍ଟି ନିମନ୍ତେ ସକ୍ରିୟକରଣରେ ସର୍ବାଧୁନିକ ପ୍ରଯୁକ୍ତି ସହିତ ବିଧି ବିଧାନଗୁଡିକର ସମ୍ମିଶ୍ରଣ ଘଟାଇଥିଲା ଭୁବନେଶ୍ୱର: ମହାପ୍ରଭୁ…

ସାତ ବର୍ଷର ଦେବର୍ଶୀଙ୍କ ଅଦମ୍ୟ ସାହସ;ମାଲଖମ୍ବରେ ଜିତିଲେ ତିନି ପଦକ

ପୁରୀ, (ଅନିମେଶ ପଟ୍ଟନାୟକ): ସାତ ବର୍ଷ ବୟସର ଛୋଟିଆ ଝିଅ ଦେବର୍ଶୀ ରଥ ତାଙ୍କ ଅଦମ୍ୟ ଶ୍ରମ ଓ ସାହସରେ ମାଲଖମ୍ବ ଖେଳରେ ଅଭୁତପୂର୍ବ ସଫଳତା ଅର୍ଜନ କରିଛନ୍ତି। ସ୍ଥାନୀୟ କନଭେଣ୍ଟ ସ୍କୁଲର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଦେବର୍ଶୀ । ସେ ଭିଆଇପି ରୋଡ ସ୍ଥିତ ଝାଡ଼େଶ୍ୱରୀ କ୍ଲବରେ ନିଜର ଅଭ୍ୟାସ…

କନ୍ୟା ଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ

ଆଦ୍ୟ ତା ୧୮.୦୭.୨୦୨୫ ଅଶୋଳ ସାହୁ, ଶାସକ ପ୍ରଶାସକ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଜୁନାପାଣି, ଡାବୁଗାଁ ବ୍ଲକ ଠାରେ ଝିଅମାନଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ “ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢ଼ାଅ” (Beti Bachao, Beti Padhao) ଏବଂ “ବିଜୁ…

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଦ୍ଵିତୀୟ ବନମହୋତ୍ସବ ପାଳିତ

 ବାଣପୁର:(ସେକ କୌସର): ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀ ମାନଙ୍କ ଦ୍ଵାରା ଦ୍ଵିତୀୟ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟାପକ ପ୍ରଶାନ୍ତ କୁମାର…

ଆସିକା ସାଂସଦଙ୍କ ବ୍ଲକ୍ ପ୍ରତିନିଧି ରୂପେ ରଞ୍ଜନ ଏବଂ ଏନ୍ଏସି ପ୍ରତିନିଧି ରୂପେ ନାରାୟଣ ମନୋନୀତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ) ,ଆସିକା ସାଂସଦ ଅନିତା ଶୁଭଦର୍ଶିନୀଙ୍କ ପ୍ରତିନିଧି ରୂପେ ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ୍ ପାଇଁ ବିଜେପି ରାଜ୍ୟ ପରିଷଦର ସଦସ୍ୟ ତଥା ଜିଲା ଉପସଭାପତି ରଞ୍ଜନ ରାଉତଙ୍କୁ ମନୋନୀତ କରାଯାଇଥିବା ବେଳେ ଏନ୍ଏସି ପାଇଁ ନାରାୟଣ ସାହୁଙ୍କୁ ମନୋନୀତ…

ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ତରଫରୁ ଗାଙ୍ଗପୁର ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

  ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନାରେ କିଛି ଦିନତଳେ ବେଲଗୁଣ୍ଠା ଥାନାରୁ ବଦଳି ହୋଇ ଆସି ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ବନବିହାରୀ ପ୍ରଧାନ I ଆଜି ଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କୁ ଗୋବରାର ବିଶିଷ୍ଟ ସ୍ଵେଚ୍ଛାସେବୀ ସଂଗଠନ…