ମୌସୁମୀ ଋତୁର ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଛଅଟି ସର୍କଲରେ ୫୯୨୫ ଜଣିଆ ସ୍ବତନ୍ତ୍ର ଟିମ୍ ନିୟୋଜିତ
ବିଭିନ୍ନ ସ୍ଥାନରେ ଜରୁରୀକାଳୀନ ସାମଗ୍ରୀ ଏବଂ ଉପକରଣ ମହଜୁଦ
ତ୍ୱରିତ ପଦକ୍ଷେପ ପାଇଁ ଛଅଟି ଭ୍ରାମ୍ୟମାଣ ସବଷ୍ଟେସନ ଏବଂ ଦୁଇଟି ଟାୱାର ୱାଗନ ମୁତୟନ
୧୧ କେଭି ଏବଂ ୩୩ କେଭି ଲାଇନର ଡ୍ରୋନ୍ ସର୍ଭେ…