ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ପୋଲିସ୍ ଏକ ବେଆଇନ୍ ଦେଶୀମଦ ଭାଟିରେ ଚଢ଼ାଉ କରି ସେଠାରେ ଥିବା ବିପୁଳ ପରିମାଣର ପୋଚ ନଷ୍ଟ କରିଛି I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ନିକଟସ୍ଥ ମକରାପଲ୍ଲୀ ଘାଇ ଅଞ୍ଚଳରେ ଗାଙ୍ଗପୁର ପୋଲିସ୍ ଅବକାରୀ ଚଢ଼ାଉ କରିଥିଲା I ଚଢାଉ ସମୟରେ ସେଠାରେ କୌଣସି ବ୍ୟକ୍ତି ନଥିବା ବେଳେ ସେଠାରେ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ୧୫୦ ଲିଟର୍ ପୋଚକୂ ପୋଲିସ୍ ନଷ୍ଟ କରିଦେଇଥିବା ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post