ଦ୍ବନ୍ଦ୍ବାତ୍ମକ ବୟାନ ପାଇଁ ବରିଷ୍ଠ ଦଇତାପତି ରାମକୃଷ୍ଣଙ୍କୁ କୈଫିୟତ ତଲବ
୭ ଦିନ ଭିତରେ ଉତ୍ତର ଦେବାକୁ ନୋଟିସ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ
ପୁରୀ : ତୁଟୁନି ଦିଘା ଶ୍ରୀଜଗନ୍ନାଥ ମନ୍ଦିର ବିବାଦ । ଦିନକୁ ଦିନ ଅଡ଼ୁଆ ସୁତା ପରି ହେବାରେ ଲାଗିଛି ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ବୟାନବାଜି । ଦ୍ବନ୍ଦ୍ବାତ୍ମକ ବୟାନ ଦ୍ବାରା ଶ୍ରୀଜଗନ୍ନାଥ…