ଶ୍ମଶାନରୁ କାଟି ନେଲେ ଚନ୍ଦନ ଗଛ

0 2

 

ଜଗତସଂହପୁର ତା -24.07.2025 ସୁମନ୍ତ କୁମାର ଦାସ:: ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତର ପୁଟିଙ୍ଗ ସ୍ଥିତ ଶ୍ମଶାନରେ ଥୂବା ବଡ଼ ଚନ୍ଦନ ଗଛଟି ଚୋରି ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେଠାରେ ଶ୍ମଶାନ ଘର ହେବ ବୋଲି ସଫା ହେଉଥିବା କହିଥିଲେ। ପରେ ବିଦ୍ୟୁତ ଖୁଣ୍ଟ ହୋଇଥିବା ନେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ରଶ୍ମିରଞ୍ଜନ ଦାଶ ଲିଖିତ ଅଭିଯୋଗ କରିଛନ୍ତି। ସେ ସୋମବାର ସକାଳେ ଉକ୍ତ ଶ୍ମଶାନ ଜମି ଜେସିବି ମାଧ୍ୟମରେ ସଫା ହେଉଥିବା ଦେଖିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ସେ କନିଷ୍ଠ କଡରେ ଥିବା ପ୍ରାୟ ୨୦ଫୁଟ ଉଚ୍ଚର ଚନ୍ଦନ ଗଛ ନଥିବା ଦେଖୁ ଏ ନେଇ ସେ ତିର୍ତ୍ତୋଲ ଥାନା, ତହସିଲଦାର ଓ ବନ ବିଭାଗକୁ ଅବଗତ କରାଇବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l

Leave A Reply

Your email address will not be published.